ବାଙ୍ଗରିପୋଷି : ଚଳନ୍ତା କଣ୍ଡେନରରେ ଲାଗିଲା ନିଆଁ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଜଳିଗଲା ଚଳନ୍ତା କଣ୍ଟେନର । ବାଙ୍ଗିରିପୋଷିରୁ ବିଶୋଇ ଆଡକୁ ଯାଉଥିବା ବେଳେ ୪୯ଦମ୍ବର ରାଜପଥରେ ହଠାତ କଣ୍ଟେନର ଟି ଜଳିଯାଇଥିଲା । ନିଆଁ ଲାଗିବାର ଦେଖି ଡ୍ରାଇଭଲ ଗାଡିକୁ ଅଟକାଇ ଡେଇଁ ପଡିଥିଲେ ।ଅଗ୍ନିଶମ ବାହୀନି ଓ ପୋଲିସ ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁ ଲାଗିବା କାରଣ ଅସ୍ପଷ୍ଟ ।