(ଆଦର୍ଶ ରାଉତ) : ଆଜି ଆଇନି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଓ ପୁର୍ବତନ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତ ରାୟଙ୍କ ଉପସ୍ତିତିରେ ରଏତ ସୁରକ୍ଷା କମିଟି ଆଇନି ମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ଦାବୀ ସରକାର ଶୁଣନ୍ତୁ ବୋଲି ଗୁହାରୀ କରିଥିଲେ ଓ ଖୁବଶିଘ୍ର ସେମାନଙ୍କ ଦାବୀ ଶୁଣିବେ ବୋଲି ଆଇନି ମନ୍ତ୍ରୀ ପ୍ରତାପ ଯେନା କହିଛନ୍ତି ।