ପୁରୁଣା ଗୀତ କୁ ନୂଆ ରୂପ ରେ ଆଣିଲେ ନିର୍ଦେଶକ ରୁଦ୍ର ମନ…

ପାହାଡ ସେପାଖେ ତୁମଘର ଦୀର୍ଘ 20ବର୍ଷ ପରେ ନୂଆ ଭରସନ ରେ ତିଆରି ହେଇଛି । ଗୀତକାର ନିଜାମଙ୍କ ସୁନ୍ଦର ଲେଖାକୁ ସଂଗୀତ ନିର୍ଦେଶକ ବିଜୁ ସ୍ୱାଇଁ ଭେଟିଥିଲେ ଓଡ଼ିଆ ଦର୍ଶକ ଙ୍କୁ. କିନ୍ତୁ ତାଙ୍କୁ ନୂଆ ରୂପରେ ନିର୍ଦେଶକ ରୁଦ୍ର ମନ. କିଚକେଶ୍ବରୀ ଫିଲ୍ମସ ବ୍ୟାନର ରେ ନିର୍ମାଣ କରିଛନ୍ତି। ଗୀତ ଟି ଗାଇଛନ୍ତି  କୁମାର ଗୌତମ ଓ ସୌଜନ୍ୟା ରଥ । ଏବେ ନୂଆ ଟ୍ରେଣ୍ଡ ର ଗୀତ ଯୁବ ପିଢ଼ିକୁ ଆକର୍ଷଣ କରିଛି । ଖୁବ ଶୀଘ୍ର ସୁଟିଂ ହେବ । ଏଥିରେ ଜଣେ ଟ୍ରଷ୍ଟ ଜେଣ୍ଡର ସଞ୍ଜନା ମହାରଣା ହିରୋଇନ ରେ ପ୍ରଥମ ଥର ପରିଚୟ ସୃଷ୍ଟି କରିବାକୁ ଆସୁଛନ୍ତି ବୋଲି ସୂଚନା ମିଳିଛି ।