ଅଧିକାରୀ ଓ ପେନ୍ସନରମାନଙ୍କ ହିତକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଏଲଆଇସି ଚେୟାରମ୍ୟାନ୍ ଆର୍. ଦୋରାଇସ୍ୱାମୀ ଓ ଶୀର୍ଷ ପ୍ରବନ୍ଧନଙ୍କ ସହିତ ସୁଜିତ କୁମାରଙ୍କ ସାକ୍ଷାତ । ଅଧିକାରୀ ଓ ପେନ୍ସନରମାନଙ୍କ ହିତକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

May be an image of text that says "MLIC MUC M LIC S0 MLIC LIC MLIC"

ଫେଡେରେସନ୍ ଅଫ୍ LIC କ୍ଲାସ-୧ ଅଫିସର୍ସ ଆସୋସିଏସନ୍‌ର ଚେୟାରମ୍ୟାନ୍ ଭାବେ ଗତ ସପ୍ତାହରେ LIC ର CEO ଓ MD ଆର୍. ଦୋରାଇସ୍ୱାମୀ ଏବଂ ଶୀର୍ଷ ପ୍ରବନ୍ଧନ ସହିତ ରାଜ୍ୟସଭା ସାଂସଦ ସୁଜିତ କୁମାର ସାକ୍ଷାତ କରିଥିଲେ।

May be an image of table and text

ବୈଠକରେ LIC କ୍ଲାସ-୧ ଅଧିକାରୀ ଓ ପେନ୍ସନରମାନଙ୍କ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦା ଉପରେ ସକାରାତ୍ମକ ଆଲୋଚନା ହୋଇଥିଲା। ପ୍ରବନ୍ଧନ ପକ୍ଷରୁ ଅପେକ୍ଷାରତ ଦାବିଗୁଡିକୁ ସହାନୁଭୂତିପୂର୍ଣ୍ଣ ଭାବେ ବିଚାର କରାଯିବ ବୋଲି ଆଶ୍ୱାସନ ଦିଆଯାଇଛି।