ରଜକ ସେବା ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି ଓଡିଶା By Reporters Today Bureau On Mar 21, 2026 Share କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ RMC ଠାରେ ମହାସମାରୋହରେ ଅନୁଷ୍ଠିତ ହେଉଛି. ଏହି ସଭାରେ କଳାହାଣ୍ଡି ସମେତ ଅନ୍ୟ ଜିଲ୍ଲାର ଜ୍ଞାନୀ ଗୁଣୀ ପୁରୁଷ ଓ ମହିଳା ଯୋଗଦେଇଥିଲେ. ବସନ୍ତ କୁମାର ସେଠିଙ୍କ ତତ୍ତ୍ୱାବଧାନରେ ଏହି ବାର୍ଷିକ ଉତ୍ସବ ବହୁ ଆଦମ୍ବର ସହ ଅନୁଷ୍ଠିତ ହେଇଥିଲା. junagarh Share FacebookTwitterGoogle+ReddItWhatsAppPinterestEmail