Browsing Tag

junagarh

ରଜକ ସେବା ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ RMC ଠାରେ ମହାସମାରୋହରେ ଅନୁଷ୍ଠିତ ହେଉଛି. ଏହି ସଭାରେ କଳାହାଣ୍ଡି ସମେତ ଅନ୍ୟ ଜିଲ୍ଲାର ଜ୍ଞାନୀ ଗୁଣୀ ପୁରୁଷ ଓ ମହିଳା ଯୋଗଦେଇଥିଲେ. ବସନ୍ତ କୁମାର ସେଠିଙ୍କ ତତ୍ତ୍ୱାବଧାନରେ ଏହି ବାର୍ଷିକ ଉତ୍ସବ ବହୁ ଆଦମ୍ବର ସହ ଅନୁଷ୍ଠିତ ହେଇଥିଲା.
Read More...

ଜୁନାଗଡ଼ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୬ ଉଦଘାଟିତ

ଆଜି ଠାରୁ ଦୁଇ ଦିନ ଧରି ଦୁଲୁକୁଛି ବଣିଜରା ହାଇ ସ୍କୁଲ ଖେଲ ପଡ଼ିଆ। ଆଜି ଆନୁଷ୍ଠାନିକ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ଉଦଘାଟିତ ହୋଇଛି।ଜୁନାଗଡ଼ ବ୍ଲକ ଅଧକ୍ଷ୍ୟା ସବିତା ମେହେର, ବିଡ଼ିଓ ଦେବାଶିଷ କର,ଉପାଧ୍ୟକ୍ଷ ପ୍ରମୋଦ ବେହେରା, ସରପଞ୍ଚ ସଙ୍ଘ ସଭାପତି ତାରା ରାଇଗୁରୁ,ବିଏସଏସଓ…
Read More...