ପରିବାର ସହ ଦୀପାବଳୀ ପାଳିଲେ ବରୁଣ

ଦିୱାଲିର ଶୁଭେଚ୍ଛା ଜଣାଇବାକୁ, ସୋସିଆଲ୍ ମିଡିଆରେ ଝିଅ ସାଙ୍ଗରେ ଏକ ଫଟୋ ଉଠାଇ ସେୟାର କରିଲେ । କିନ୍ତୁ ଅଳ୍ପ ସମୟ ପରେ ପୁଣି, ସେହି ଫଟୋକୁ ଆକାଉଣ୍ଟରୁ ଡିଲିଟ୍ କରିଦେଲେ ବରୁଣ ଧାୱନ । ସୂଚନା ଅନୁଶାରେ, ଅଭିନେତା ବରୁଣ ଧାୱନ ଏହି ବର୍ଷ ତାଙ୍କ ପରିବାର ସହ ଦୀପାବଳି ପାଳନ କରିଥିଲେ । ତେଣୁ ଦୀପୀବଳୀର ଶୁଭେଚ୍ଛା ଜଣାଇବା ପାଇଁ, ଅଭିନେତା ଜଣକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ, ଝିଅ ଲାରାଙ୍କ ସହ ଏକ ଫଟୋ ସେୟାର କରିଥିଲେ । କିନ୍ତୁ କଣ ହେଲା କେଜାଣି ? ଫଟୋ ସେୟାର କରିବାର ଅଳ୍ପ ସମୟ ପରେ, ଏହି ଫଟୋକୁ ଆକାଉଣ୍ଟରୁ ଫଟୋକୁ ଡିଲିଟ୍ କରି ଦେଇଥିଲେ ବରୁଣ ।