ଇଞ୍ଜିନିୟରିଂ ପାଠର ରାଜ୍ୟରେ ବିକଳ ଚିତ୍ର ପିଲା ପାଠ ପଢୁଛନ୍ତି ହେଲେ ଚାକିରୀ ନାହିଁ । ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ପାଠ ପଢି ପାସ ହୋଇଛନ୍ତି ୩୪ ହଜାର ୪୭୧ ପିଲା ଚାକିରୀ ପାଇଛନ୍ତି । ମାତ୍ର ୧୫ ହଜାର ୨୮୯ ଜଣ ପିଲା ରାଜ୍ୟରେ ବର୍ତ୍ତମାନ ୧୯ ହଜାର ୧୮୨ ଇଞ୍ଜିନିୟରିଂ ପଢି ବେକାର ବସିଛନ୍ତି । ସେହିପରି ଡିପ୍ଲୋମାରେ ସ୍ଥିତି ଆହୁରି ସାଂଘାତିକ ୧୦ ବର୍ଷ ମଧ୍ୟରେ ଡିପ୍ଲୋମା ପଢି ପାସ କରିଛନ୍ତି । ୫୪ ହଜାର ୧୮୯ ଜଣ ପିଲା ଚାକିରୀ ପାଇଛନ୍ତି । ମାତ୍ର ୨୦ ହଜାର ୯୬ ଜଣ ପିଲା ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ଜଣ ଡିପ୍ଲୋମା ପଢି ବେକାର ବସିଛନ୍ତି ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ଲିଖିତ ଉତ୍ତର ।