କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଣିପାଗଭାରତ By Minu Sahoo Last updated May 30, 2024 Share ନୂଆଦିଲ୍ଲୀ : ତାତିରୁ ମିଳିଲା ଆଶ୍ୱସ୍ତି। କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ଏକ୍ସ ଜରିଆରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନକୁ ମୌସୁମୀ ଅଗ୍ରସର ହେଉଥିବା କୁହାଯାଉଛି । KeralaMonsoonNew Delhireporterstoday Share FacebookTwitterGoogle+ReddItWhatsAppPinterestEmail