ସିଏଏକୁ ନେଇ ବିଜ୍ଞପ୍ତି ଜାରି କଲା କେନ୍ଦ୍ର | ସିଏଏ-ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ | ୩ ପଡୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ୱ | ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ୱ | ଅଣ ମୁସଲିମ ଶରଣାର୍ଥୀ ଙ୍କୁ ମିଳିବ ଭାରତୀୟ ନାଗରିକତା | ୨୦୧୯ ଡିସେମ୍ବରରେ ସଂସଦରେ ପାସ ହୋଇଥିଲା ସିଏଏ | ୨୦୧୪ ପୂର୍ବରୁ ଶରଣ ନେଇଥିବା ଲୋକଙ୍କୁ ମିଳିବ ସୁବିଧା | ପ୍ରାୟ ୩୦ ହଜାର ଶରଣାର୍ଥୀ ହେବେ ଉପକୃତ |