ସୋର: ଝୁଲନ୍ତା ଅବସ୍ଥାରେ ବିଡିଓଙ୍କ ମୃତ ଦେହ ଠାବ। ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତ ଦେହ ଠାବ କରାଯାଇଛି । ସରକାରୀ କ୍ୱାର୍ଟସରେ ଝୁଲନ୍ତା ଅବସ୍ତାରେ ମୃତଦେହ ଥିବା ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ଥାନା ପୋଲିସ ପହଞ୍ଚି ଛାନଭିନ ଚଳାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ର ତଦନ୍ତ ପରେ ସମସ୍ତ ତଥ୍ୟ ମିଳିବ ବୋଲି କୁହାଯାଉଛି ।