ହାଇଟେକ୍ ମେଡିକାଲରେ ଅଗ୍ନିକାଣ୍ଡ , ସ୍ବାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା

0

ଭୁବନେଶ୍ୱର : ସ୍ବାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା। ସ୍ବାମୀ ଦିଲ୍ଲୀପ ସାମନ୍ତରାୟ, ହାଇଟେକ୍ ମେଡିକାଲରେ କାର୍ଯ୍ୟରତ ଅବସ୍ଥାରେ ଅଗ୍ନିକାଣ୍ଡ ଘଟି ଗୁରୁତର ଆହତ ହୋଇଥିଲେ । ଗତ କାଲି ଦିଲ୍ଲୀପର ମୃତ୍ୟୁ ଘଟିଥିଲା । ସ୍ବାମୀର  ମୃତ୍ୟୁ ପରେ ସ୍ତ୍ରୀ ମ୍ରିୟମାଣ ହୋଇ ନିଜ ବାପ ଘରେ ଆତ୍ମହତ୍ୟା କରିଛି ।