ମାଇନର ଇରିଗେସନ ସେକ୍ସନ ଅଫିସରକୁ ଧରିଲା ଭିଜିଲାନ୍ସ ଟିମ୍

ଭୁବନେଶ୍ୱର : ଭୁବନେଶ୍ୱର ମାଇନର ଇରିଗେସନ ସେକ୍ସନ ଅଫିସର କୁ ଧରିଲା ଭିଜିଲାନ୍ସ ଟିମ୍ । ୮ ହଜାର ଟଙ୍କା ଲଞ୍ଚ  ନେଉଥିବା ବେଳେ ଧରା ପଡିଲେ ସେକ୍ସନ  ଅଫିସର ଶୁଭକାନ୍ତ ସ୍ୱାଇଁ । ରୋଡ ସମୟରେ ତାଙ୍କ ଅଫିସ ଡ୍ରରୁ ୧୪ ହଜାର ୯୯୦ ଟଙ୍କା ଠାବ କରିଛି ଭିଜିଲାନ୍ସ ବିଭାଗ । ଏବେ ତିନୋଟି ସ୍ଥାନରେ ଏକ କାଳୀନ ରେଡ କରୁଛି ଭିଜିଲାନ୍ସ ।