ପରିବା ବୋଝେଇ ଗାଡିକୁ ଧକା ଦେଲା ଅଜଣା ଗାଡି : ଡ୍ରାଇଭର ଗୁରୁତର

ଗଞ୍ଜାମ (ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଛକ ନିକଟରେ ଏକ ପରିବା ବୋଝଇ ପିକଅପ  ଯାଉଥିବା ବେଳେ ଅଜଣା ଗାଡି  ପଛପଟୁ ଧକା ଦେଇଛି  l

 ସେହି  lପିକଅପ ଡ୍ରାଇଭର ଜି ଶଙ୍କର ରାଓ ଦୁର୍ଘଟଣା ହେବାର ଦେଖି ସ୍ଥାନୀୟ ଲୋକ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ l 15 ମିନେଟ ଭିତରେ 108 ଆମ୍ବୁଲାନ୍ସ ପହଞ୍ଚି, ଆହତ ଡ୍ରାଇଭରକୁ  ବ୍ରହ୍ମପୁର mkcg ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ l ସୂଚନା ମତାବକ ଡ୍ରାଇଭରଙ୍କ  ମୁଣ୍ଡକୁ ଆଘାତ ହୋଇଛି l