ପଞ୍ଚୁପଲ୍ଲୀରେ ବାଘ ଆତଙ୍କ

ସଚେତନ ରହିବାକୁ ବନବିଭାଗର ନିଦ୍ଦେଶ୍

କେନ୍ଦୁଝର ଜିଲ୍ଲା ପଞ୍ଚୁପଲ୍ଲୀରେ ଥିବା ବୈ÷ତରଣୀ ନଦୀ କୂଳର ଚାଷ ଜମିରେ ,ଏକ କଲରା ପତରିଆ ବାଘ ବୁଲୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।ବାଘଟି ହଦଗଡ ଅଭୟାରଣ୍ୟରୁ ଆସିଥିବା ବନ ବିଭାଗ କହୁଥିବା ବେଳେ,ପୁଣି ପେରିଯାଇଥିବା ଅନୁମାନ କରାଯାଉଛି ।ଏଘଟଣାରେ କେହି ଭୟଭୀତ ନହେବା ପାଇଁ ଡିଏଫ୍ଓ ଅନୁରୋଧ କରିଛନ୍ତି ।ବିନାକାରଣରେ ବାହାରେ ନବୁଲିବା ପାଇଁ ଓ ସାଥିରେ ଟର୍ଚ୍ଚ ନେଇ ଯିବାପାଇଁ ସୂଚନା ଦେଇଛନ୍ତି ।