ଅଚ୍ୟୁତଙ୍କ ପାଇଁ ମିଳିଲା ନୂଆ ଜୀବନ

କରୋନା ସହ ଦୀର୍ଘ ୨ ବର୍ଷରୁ ଊର୍ଧ୍ୱ ICUରେ ସଂଘର୍ଷ ପରେ ଲକ୍ଷ୍ମୀପ୍ରିୟା ପାଇଲେ ନୂଆ ଜୀବନ

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ: କଥାରେ ଅଛି ରଖେ ହରି ତ ମାରେ କିଏ । ଯଦି ତାଙ୍କ କୃପା ଦୃଷ୍ଟି କାହା ଉପରେ ପଡିଥାଏ ସେ ମୃତ୍ୟୁର ଜୁଇରୁ ମଧ୍ୟ ଉଠି ଠିଆ ହୁଏ । ସେମିତି ଏକ ଘଟଣା ସତରେ ଆଶ୍ଚର୍ଯ୍ୟ ନିଶ୍ଚୟ । ଏଭଳି ଅନୁଭୁତି ବାଣ୍ଟିଛନ୍ତି ଛାତ୍ର ରାଜଶେଖର ଲାହା । ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ” ସାର୍ ଡ଼.ଅଚ୍ୟୁତ ସାମନ୍ତଙ୍କ ପାଇଁ କରୋନା ସହ ଦୀର୍ଘ ୨ ବର୍ଷ ରୁ ଊର୍ଧ୍ୱ ICUରେ ମରଣ ସହ ସଂଘର୍ଷ କରି ନୂଆ ଜୀବନ ପାଈଲେ ମୋ ମା ଲକ୍ଷ୍ମୀପ୍ରିୟା । ବିଶ୍ୱନିୟନ୍ତାଙ୍କ ବିଚିତ୍ର ସୃଷ୍ଟି। କେତେବେଳେ କାହାଦ୍ୱାରା କରାଯିବ ସିଏ ନିଜେ ହିଁ ନିୟନ୍ତ୍ରଣ କରନ୍ତି । କିଏ ନିଜର ସ୍ୱାର୍ଥ ପାଇଁ ଜୀବନ ସାରା ସନ୍ତୁଳି ହୋଈ ସୁଖ ଖୋଜୁଥାଏ ତ ଅନ୍ୟ କିଏ ଜଗତର ହିତ ପାଇଁ ନିଜର ସର୍ବସ୍ୱ କୁ ଜଳାଞ୍ଜଳି ଦେଈଥାଏ । ଗୁରୁ ହୋଈ ଆଲୋକ ଆଡ଼କୁ ପଥ ପ୍ରଦର୍ଶନ କରାଊଥିବା ସେହି ମହାନ ବ୍ୟକ୍ତିତ୍ୱ ହେଊଛନ୍ତି ଆମ ସାର୍ ଡ଼ଃ.ଅଚ୍ୟୁତ ସାମନ୍ତ ।

ଏ କରୋନା ମହାମାରୀ ସମୟରେ ମୋ ଅଜା ବାର୍ଦ୍ଧକ୍ୟ ହେତୁ ତାଙ୍କର ବିୟୋଗ ହେଲା । ତାଙ୍କ କାମରେ “ମା” ମାମୁ ଘର ଯାଈଥିଲେ । ସେଠୁ ଫେରିଲା ପରେବାପା ଓ ମା ଊଭୟ କରୋନା ରେ ଆକ୍ରାନ୍ତ ହେଲେ ପ୍ରଥମେ ବାପା ସୁସ୍ଥ ହୋଈ ଘରକୁ ଫେରିଲେ କିନ୍ତୁ ମା ଙ୍କ ଅବସ୍ତା ଦିନ କୁ ଦିନ ଗୁରୁତର ହେବାକୁ ଲାଗିଲା ମା ଙ୍କ ବୟସ ମାତ୍ର ୫୨ ବର୍ଷ ପ୍ରଥମେ ମା ଙ୍କୁ ୩ ରୁ ୪ ଲିଟର ଅକ୍ସିଜେନ୍ ଲାଗୁଥିଲା ଧିରେ ଧିରେ ମା ଙ୍କ ଅବସ୍ତା ଖରାପ ହେବାରୁ ତାଙ୍କୁ ଓଉଟ ରେ ଭେଣ୍ଟିଲେଟର୍ ରେ ୧୨୦ ଲିଟର ବେଗରେ ଭେଣ୍ଟିଲେଟର ରେ ଅକ୍ସିଜେନ୍ ଦିଆଯାଊଥିଲା । ସୌଭାଗ୍ୟ ବସତଃ ଓଉଟ ରେ ଚିକିସ୍ହା କରୁଥିବା ଜଣେ ଡ଼ାକ୍ତର ହେଊଛିନ୍ତି ସାର୍ ଙ୍କ ଦ୍ୱାରା ପ୍ରତିଷ୍ଠିତ ନଃଶୁଳ୍କ ମଣିଷତିଆରି କରାଖାନା କିସ୍ ଜନଜାତି ବିଶ୍ୱବିଦ୍ୟାଳୟ ର ଛାତ୍ର ଯାହାଙ୍କୁ କି ଅ,ଆ ଶିଖେଈବା ଠାରୁ ଆରମ୍ଭ କରି ଡ଼ାକ୍ତର କରିବାର ସମସ୍ତ ଭାର ବହନ କରିଛନ୍ତି ସାର୍ ଡ଼.ଅଚ୍ୟୁତ ସାମନ୍ତ ସାର୍ ଙ୍କ ଦ୍ୱାରା ପ୍ରତିଷ୍ଠିତ ପୂର୍ବ – ଭାରତର କିମସ୍ ଭଳି ଏକ ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କେନ୍ଦ୍ର କିମସ୍ ହସ୍ପିଟାଲରେ ମାଙ୍କ ଚିକିସ୍ହା ଦୀର୍ଘ ଦୁଈ ବର୍ଷରୁ ଊର୍ଧ୍ୱ ସମୟ ଧରି ଅଭିଜ୍ଞ ଡ଼ାକ୍ତରି ଟିମ୍ , ନର୍ସିଂ ଭଊଣୀ ଦ୍ୱାରା ICUରେ ଚିକିସ୍ହା ହେବା ପରେ ମା ଘରକୁ ଫେରିଲେ।

ମୋତେ ଲାଗେ ଯେ ମା “ମା” ଲକ୍ଷ୍ମୀପ୍ରିୟା ଭାରତ ବର୍ଷର ଏକରୋଗୀ କରୋନା ରେ ଆକ୍ରାନ୍ତ ହୋଈ ଦୀର୍ଘ ୨ ବର୍ଷ ରୁ ଊର୍ଧ ସମୟ ଧରି ଓଉଟ ରେ ଚିକିସ୍ହିତ ହୋଈ ଘରକୁ ଫେରିଲେ ।

ସାର୍ ଡ଼ଃ.ଅଚ୍ୟୁତ ସାମନ୍ତ କେତେକ ଅସହାୟ ଶିଶୁ ଙ୍କୁ ଆପଣାର କରି ନେବାରେ ସେ ଅନ୍ୟ ପାଇଁ ଉଦାହରଣ ହୋଇଛନ୍ତି । ଅନେକ ବାପା ମା କୁ ହରେଈ ଥିବା ସନ୍ତାନ ମାନଙ୍କର ଗୁରୁ ଦାୟିତ୍ବ ସେ ନିଜ ହାତକୁ ନେଇଛନ୍ତି । ନିଜେ ଅବିବାହିତ ହୋଇ ମଧ୍ୟ ବାପା ମା ଉଭୟ ଙ୍କର ଭାରକୁ ନିଜ କାନ୍ଧରେ ବୋହି ସେମାନ ଙ୍କୁ ସମାଜ ରେ ମଣିଷ ଭଳି ମଣିଷ ଟିଏ ଗଢିତୋଳିବାର କାର୍ୟ୍ୟ ଜାରିରଖିଛନ୍ତି । ଅତୀତରେ ନିସ୍ୱାର୍ଥପର ଭାବେ ଆନେକ ଅସହାୟ ପିଲାଙ୍କୁ ସାର୍ ଙ୍କ ଦ୍ୱାରା ପ୍ରତିଷ୍ଠିତ ନଃଶୁଳ୍କ ମଣିଷତିଆରି କରାଖାନା କିସ୍ ଜନଜାତି ବିଶ୍ୱବିଦ୍ୟାଳୟ ରେ ଛାତ୍ର ଯାହାଙ୍କୁ କି ଅ,ଆ ଶିଖେଈବା ଠାରୁ ଆରମ୍ଭ କରି ଡ଼ାକ୍ତର କରିବାର ସମସ୍ତ ଭାର ବହନ କରିଛନ୍ତି ଯେଉଁ ଶତାଧିକ ଡ଼ାକ୍ତର ତିଆରି କରିଛନ୍ତି ଜ୍ଝ ସେ ମାନଙ୍କ ଦ୍ୱାରା ଏ ମହାମାରି ସମୟ ରେ କେତେ ଲୋକଙ୍କ ଜୀବନ ବଂଚିଥିବ ।
କିମସ୍ ଭଳି ଏକ ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କେନ୍ଦ୍ର କେବଳ ରୋଗୀସେବା ନୁହେଁ ଡାକ୍ତର ,ନର୍ସ ସୃଷ୍ଟି କରୁଥିବା ଏକ ମଣିଷ ତିଆରି କାରଖାନା କ୍ଷଏହି କିସ୍, କିମସ୍,କିଟ୍ କାରାଖାନା ରୁ ତିଆରି ମଣିଷ ଆଜି ବିଶ୍ୱ କଲ୍ୟାଣ କାର୍ୟ୍ୟରେ ନିୟୋଜିତ ଜ୍ଝ “ମା” “ବାପା” ହେଊଛନ୍ତି ଠାକୁର ଜ୍ଝ ଆଜି ସାର୍ ଡ଼ଃ.ଅଚ୍ୟୁତ ସାମନ୍ତ ଙ୍କ ସମ୍ପୁର୍ଣ ସହଯୋଗରେ ମୋ “ମା” ଓ ବାପା ନୂଆ ଜୀବନ ପାଈଲେ । ” ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ” ମୋ ବ୍ରହ୍ମ ରୂପି “ଗୁରୁ”ଙ୍କ ପାଇଁ ମୋ ଠାକୁର ରୂପି “ମା” ଓ “ବାପା” ନୂଆ ଜୀବନ ପାଈଲେ ଜ୍ଝ ମୋ ମନ ଭିତରେ ଥିବା କୃତଜ୍ଞତାକୁ ମୁଁ ଭାଷାରେ ପରିପ୍ରକାଶ କରିପାରୁ ନାହିଁ। କିନ୍ତୁ ମୁଁ ଓ ମୋ ପରିବାର ଆପଣଙ୍କ ନିକଟରେ କୃତଜ୍ଞ ଚିର ଋଣୀ … ଆମେ କୋଟିଏ ଜନ୍ମ ରେ ଆମେ ଆପଣଙ୍କ ଋଣ ସୁଝି ପାରିବୁ ନାହିଁ। ଆମର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ସବୁ ଜନ୍ମରେ ଆପଣଙ୍କୁ ଗୁରୁ ହିସାବରେ ଆମକୁ ମିଳନ୍ତୁ। ଏହିଭଳି ଜଣେମହାନ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ଙ୍କୁ କୋଟି କୋଟି ପ୍ରଣାମ। ଯଥାର୍ଥରେ ଗୁରୁ ଯେ ମଳୟ ପବନ । କାଠକୁ କରନ୍ତି ଚନ୍ଦନ ।। ଗୁରୁ ହିଁ କେବଳମ୍ ଗୁରୁ ହିଁ କେବଳମ୍।