ଭୁବନେଶ୍ୱର: ମନ୍ତ୍ରୀଙ୍କ ପରେ ହଟିଲେ ସଚିବ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ । ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ୃୁପଦ ସେଠୀଙ୍କ ବଦଳି ।ସାଧାରଣ ପ୍ରଶାସନ ବିଭାଗର ଓଏସସ୍ଡିି ହେଲେ ବିଷ୍ଣୁ ।କିଛି ସମୟ ତଳେ ମନ୍ତ୍ରୀ ପଦରୁ ରୋହିତ ପୂଜାରୀ ବାଦ ପଡ଼ିଥିଲେ ।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲା । ଅରବିନ୍ଦ ଅଗ୍ରୱାଲା ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ।OHPCର ଅଧ୍ୟକ୍ଷ ଭାବେ ବିଶାଲ କୁମାର ଦେବଙ୍କୁ ଅତିରିକ୍ତ ଦାଇତ୍ୱ ।ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ ।