ଭୁବନେଶ୍ୱର: ଅରୁଣ ଙ୍କୁ କାଉଣ୍ଟର କଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ସୁବାଷ କହିଛନ୍ତି କେନ୍ଦ୍ର ଟଙ୍କା ଦେଉଥିଲେ ବି ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି । ତାଳେଚର-ବିମଳାଗଡ଼ ରେଳ ଲାଇନ ପାଇଁ କ୍ରମାଗତ ଟଙ୍କା ଆସୁଥିଲେ ବି ରାଜ୍ୟ ସରକାର ଜମି ଦେଉ ନଥିବା ରୁ କାମ ଆଗଉନି । ତେଣୁ ବାଚସ୍ପତି ରୁଲିଂ ଦିଅନ୍ତୁ ସରକାର କେବେ ସୁଦ୍ଧା ଜମି ଯୋଗାଇ ଦେବେ ତାହାର ଉତ୍ତର ଗୃହରେ ରଖନ୍ତୁ ବୋଲି ଗୃହରେ ଦାବି କଲେ ସୁବାଷ ।