ବାଲିଅନ୍ତା : ସାରା ଓଡିଶା ପାଳୁଛି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ । ବାଲିଅନ୍ତା ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ ତମ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୟଦେବ ନିର୍ବାଚନ ମଣ୍ଡଳୀର ୬ ଜିଲ୍ଲାପରିଷଦ, ଦୁଇ ବ୍ଲକ ବିଜେଡି ସଭାପତି ଓ ନାରୀ ନେତ୍ରୀଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଓ ସମସ୍ତ ବିଜୁ ପ୍ରେମୀ ମାନେ ଉପସ୍ଥିତ ଥିଲେ ।