ଭୋଟଗଣତି ୧୩ ରାଉଣ୍ଡରେ ପହଞ୍ଚିଛି : ୫୮,୩୩୨ ଖଣ୍ଡ ଭୋଟରେ ବିଜେପି ଆଗୁଆ
The counting of votes has reached 13 rounds: BJP is ahead with 58,332 votes
ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ୧୩ ରାଉଣ୍ଡରେ ପହଞ୍ଚିଛି । ଦ୍ୱାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ୩ହଜାର ୮ ୭୪ଖଣ୍ଡ ଭୋଟ, ବିଜେପିର ପ୍ରାଥୀ ସୂର୍ୟ୍ୟବଂଶୀ ସୂରଜ ୪ ହଜାର ୭ଶହ ୭୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାଥୀ ହରେକୃଷ୍ଣ ୧ ଶହ ୫୪ ଖଣ୍ଡ ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜୁ ୧ ଶହ ୮୬ ଖଣ୍ଡ ଭୋଟ ପାଇଥିଲେ । ବର୍ତ୍ତମାନ ୧୩ ରାଡଣ୍ଡରେ୫୮,୩୩୨ ଖଣ୍ଡ ଭୋଟରେ ବିଜେପି ଆଗୁଆ ରହିଛି। ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।