Browsing Tag

Dhamnagar

ବନ ମହୋତ୍ସବ ସପ୍ତାହ ପାଳନ-୨୦୨୬

ଓଡ଼ିଶା ସରକାରଙ୍କ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୭ତମ ବନ ମହୋତ୍ସବ ସପ୍ତାହ–୨୦୨୬ ପାଳନ କରାଯାଉଛି। ଆସନ୍ତା ୨ରୁ ୭ ଜୁଲାଇ ୨୦୨୬ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ପରିବେଶ ସଚେତନତା ଏବଂ ସବୁଜ ଓଡ଼ିଶା ଗଠନ ଉପରେ ବିଶେଷ…
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଅବସର ଏକ ସମ୍ବେଦନଶୀଳ ଶବ୍ଦ ଯାହା ବୃତ୍ତିଗତ ଜୀବନରେ ସମାପ୍ତି ସହ ନୂତନ ଜୀବନାରମ୍ଭ ପାଇଁ ପଥ ଦେଖାଏ। ଏହି କ୍ରମରେ ଧାମନଗର ବ୍ଲକ ଅନ୍ତର୍ଗତ ତାମ୍ପଳା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରବୀଣା ପରମାଣିକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଏକ ବର୍ଣ୍ଣାଢ଼୍ୟ…
Read More...

ରାସ୍ତା, ବାଇପାସ୍ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍

ବୁଧବାର ଧାମନଗର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ଗସ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ବିଭିନ୍ନ ରାସ୍ତା ଓ ବାଇପାସ୍‌ ପ୍ରକଳ୍ପର ସମୀକ୍ଷା କରିଥିଲେ ଚିଫ୍ ଇଞ୍ଜିନିୟର ଧ୍ୟାନଚାନ୍ଦ ନାୟକ, ଇଞ୍ଜିନିୟର ଦେବୀପ୍ରସନ୍ନ ଘୋଷ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଧାମନଗର ଅଞ୍ଚଳର…
Read More...

ଭଣ୍ଡାରିପୋଖରୀ ପରେ ଧାମନଗର ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି

ଭଦ୍ରକ-: ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି। ଧାମନଗର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହେଲଣି । ଏହାସହ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ…
Read More...

ଭଦ୍ରକ ଜିଲ୍ଲାର ବିକାଶ ପାଇଁ ବିଧାୟକଙ୍କୁ ଚିଠି; ବିଧାନସଭାରେ ଉଠାନ୍ତୁ ଜିଲ୍ଲାର ବିକାଶ ଦାବି

ଭୁବନେଶ୍ୱର:ବହୁ କସରତ ପରେ ଭଦ୍ରକ ଜିଲ୍ଲା ଧାମନଗର ଗାଦିକୁ ଅକ୍ତିଆର କରିଛନ୍ତି ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ।ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏଥିରେ ନବ ନିର୍ବାଚିତ ହୋଇଥିବା ବିଧାୟକ ସୂରଜ ପ୍ରଥମ ଥର ପାଇଁ ବିଧାନସଭା ଶୀତକାଳୀନ ଅଧିବେଶନର…
Read More...

ଆରପାରିରେ ରାଜେନ୍ଦ୍ରଙ୍କ ଭାଇ ମନିନ୍ଦ୍ର

ଧାମନଗର: ପରଲୋକରେ ରାଜେନ୍ଦ୍ରଙ୍କ ବଡଭାଇ ମନିନ୍ଦ୍ର ଦାସ । ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ଗଣତି । ଏପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭାଇଙ୍କ ଦେହାନ୍ତ ଘଟିଛି ।ସୂଚନାମୁତାବକ, ମନିନ୍ଦ୍ର ଦାସଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଖବର ବର୍ତ୍ତମାନ…
Read More...

୧୫ ରାଉଣ୍ଡରେ ଚାଲିଛି ଭୋଟ ଗଣତି : ୬୭୦୫୬ ଭୋଟରେ ବିଜେପି ଆଗୁଆ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ୧୫ ରାଉଣ୍ଡ ପହଞ୍ଚିଛି । ୧୫ ରାଉଣ୍ଡରେ ସମୁଦାୟରେ ବିଜେଡି -୫୯୩୯୩ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି -୬୭୦୫୬ ଖଣ୍ଡ ଭୋଟ କଂଗ୍ରେସ -୨୯୧୪ ଖଣ୍ଡ ଏବଂ ସ୍ୱାଧୀନ ପ୍ରାଥୀ…
Read More...

୧୪ ରାଉଣ୍ଡରେ ଚାଲିଛି ଭୋଟ ଗଣତି : ୯୦୬ଭୋଟରେ ବିଜେପି ଆଗୁଆ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟ ଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ୧୪ ରାଉଣ୍ଡ ପହଞ୍ଚିଛି । ୧୪ ରାଉଣ୍ଡରେ ସମୁଦାୟରେ ବିଜେଡି -୫୫୩୭୦ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି -୬୩୦୩୧ ଖଣ୍ଡ ଭୋଟ , କଂଗ୍ରେସ -୨୭୫୧ ଖଣ୍ଡ ଏବଂ ସ୍ୱାଧୀନ…
Read More...

ଭୋଟଗଣତି ୧୩ ରାଉଣ୍ଡରେ ପହଞ୍ଚିଛି : ୫୮,୩୩୨ ଖଣ୍ଡ ଭୋଟରେ ବିଜେପି ଆଗୁଆ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ୧୩ ରାଉଣ୍ଡରେ ପହଞ୍ଚିଛି । ଦ୍ୱାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ୩ହଜାର ୮ ୭୪ଖଣ୍ଡ ଭୋଟ, ବିଜେପିର ପ୍ରାଥୀ ସୂର‌୍ୟ୍ୟବଂଶୀ ସୂରଜ ୪ ହଜାର ୭ଶହ ୭୮ ଖଣ୍ଡ ଭୋଟ…
Read More...

ନବମ ରାଉଣ୍ଡ ପରେ ଦଶମ ଗଣତି ଆରମ୍ଭ : ବିଜେପି ଆଗୁଆ

ଭଦ୍ରକ : ଆଜି ଧାମନଗର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେସୁଦ୍ଧା ନବମ ରାଉଣ୍ଡ ଗଣତି ଶେଷ ହୋଇଛି । ଆରମ୍ଭ ହୋଇଛି ଦଶମ ରାଉଣ୍ଡ । ଲଗାତାର…
Read More...