କେନ୍ଦ୍ରାପଡା: କେନ୍ଦ୍ରାପଡା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପୌରପାଳିକାର ୨୧ ନମ୍ବର ୱାର୍ଡର କଜଳା ବିଜୁ ପଟ୍ଟନାୟକ ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୱାର୍ଡର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି ରାଜେଶ ଦାସ. ଛାତ୍ର ବିଜେଡି ସଭାପତି ରାଜେଶ ଦାସ. ଛାତ୍ର ବିଜେଡି ସଭାପତି ପ୍ରଦୀପ୍ତ ସାହୁ. ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି. କେନ୍ଦ୍ରାପଡ଼ା ପୌରଅଧକ୍ଷା ସରିତା ସାହୁ. ଜିଲ୍ଲାପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠୀ. କେନ୍ଦ୍ରାପଡ଼ା ବ୍ଲକ ପୂର୍ବତନ ଚେୟାରମ୍ୟାନ ଶିବ ପ୍ରସାଦ ଭଳ. ମହିଳା ସଭାପତି ରୋଷ୍ନା ସାହୁ. ନଗର ମହିଳା ସଭାନେତ୍ରୀ ସ୍ୱୟଂ ପ୍ରଭାକର – ଯୁବ ବିଜେଡି ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ.ରଞ୍ଜନ କର.ଯୁବ ବିଜେଡି ସମ୍ପାଦକ ଲେଲିନ ସ୍ୱାଇଁ. ଯୁବ ସମ୍ପାଦକ ମହେଶ ପାଢ଼ୀ. ଯୁବ ସମ୍ପାଦକ ଓ କାଉନସିଲର -ସ୍ୱାଧୀନ ନାୟକ କାଉନସିଲର ସୁକୁମାର. ନିରାକାର ସ୍ୱାଇଁ. ଅଭୟ ସ୍ୱାଇଁ.ନଗର ଯୁବ ସଭାପତି ମାନସ ରଞ୍ଜନ.କମଲ ପ୍ରସାଦ ହରିଚନ୍ଦନ .ଲିଜା ପତ୍ରୀ,ଅଭୟ ବେହେରା, ମହେନ୍ଦ୍ର ମିଶ୍ର. ପ୍ରଭାଶିଷ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।