Browsing Tag

Biswajit

ପୋଲିସ ପ୍ରଶାସନ ଉପରୁ ଭରସା ତୁଟିଛି

ଥରେ ନଜର ପକାନ୍ତୁ ବବି ଦାସଙ୍କ ଏହି ଫେସବୁକ ପୋଷ୍ଟ ଉପରେ । ଯେଉଁ ପୋଷ୍ଟକୁ ଦେଖିବା ମାତ୍ରକେ ନାନା ଆଲୋଚନା ହେଉଛି । ତେବେ ସତରେ କଣ ବବି ଭୟଭୀତ ? ନା ଏହା ପଛରେ ତାଙ୍କର ଅନ୍ୟ କିଛି ନାଟକ ରହିଛି ? କ୍ଷମତାରେ ଥିବା ବେଳେ, ବବି ଯେ କେତେ କାହାକୁ ଭୟଭୀତ କରିଛନ୍ତି । ତାହାର କିଛି ହିସାବ…
Read More...

ଅନୁସୂଚିତ ଜନଜାତି ତାଲିକା ଲାଗି କେନ୍ଦ୍ରକୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଅନୁସୂଚିତ ଜଣ ଜାତି ତାଲିକା ପ୍ରସଙ୍ଗରେ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖି ନବୀନ ଅବଗତ କରାଇଛନ୍ତି ଯେ ଅନୁସୂଚିତ ଜନ ଜାତି ତାଲିକାରେ ରାଜ୍ୟର ୧୬୦ ରୁ ଅଧିକ ଜନ…
Read More...

ଟି-୨୦ ବିଶ୍ୱକପ ଲାଗି ଆରମ୍ଭ ହେଲା କାଉନଡାଉନ

ନୂଆଦିଲ୍ଲୀ: ଟି – ୨୦ ବିଶ୍ୱକପ ଲାଗି କାଉନଡାଉନ ଆରମ୍ଭ ହୋଇଯାଇଛି। ଏଥିପାଇଁ ଭାରତ ଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ସମସ୍ତ ୧୨ଟି ଦେଶ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ୧୬ ଟି ଦଳ ଭାଗ ନେବେ। ୮ଟି ଟିମ ସିଧା ସୁପର ୧୨କୁ କ୍ୱାଲିଫାଇ…
Read More...

ପାକିସ୍ତାନ କ୍ରିକେଟ ବୋର୍ଡକୁ ସମାଲୋଚନା କଲେ ସାହିଦ ଆଫ୍ରିଦି

ଇସଲାମାବାଦ: ଶେଏବ ମଲ୍ଲିକଙ୍କୁ ଟି-୨୦ ବିଶ୍ୱକପରୁ ବାଦ ଦେଇଥିବାରୁ ସାହିଦ ଆଫ୍ରିଦି ପାକିସ୍ତାନ କ୍ରିକେଟ ବୋର୍ଡକୁ ନିନ୍ଦା କରିଛନ୍ତି। କାରଣ ସୋଏବ ମଲ୍ଲିକ ପାକିସ୍ତାନ କ୍ରିକେଟ ଟିମରେ ରହିବାର ଆବଶ୍ୟକତା ରହିଥିଲା। କାରଣ ସୋଏବ ଗତ ଟି-୨୦ ବିଶ୍ୱକପର ଅଂଶବିଶେଷ ରହିଥିଲେ। ଏହାଛଡା ସେ…
Read More...

ବନ୍ଦରରେ ନିଯୁକ୍ତି ଲାଗି ଏଡିଏମଙ୍କୁ ସ୍ମାରକପତ୍ର

ଗଞ୍ଜାମ (ରଜନୀକାନ୍ତ ପାତ୍ର): ଛତ୍ରପୁର ଉପକଣ୍ଠରେ ଥିବା ଗୋପାଳପୁର ପୋର୍ଟରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି। କଣମଣା ପଞ୍ଚାୟତରେ ବହୁ ଗରିବ ଶ୍ରେଣୀର…
Read More...

ଯୁବକ ମିଳିଲା ଜ୍ୟୋତିଷ ଶ୍ରୀ ଉପାଧି

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଧରାକୋଟ ବ୍ଲକର ସିଙ୍ଗିପୁର ଗ୍ରାମର ଯୁବକ କ୍ରୀଷ୍ଣା ମୁନି ମାତ୍ର ୨୦ ବର୍ଷ ବୟସରେ ଜ୍ୟୋତିଷ ଶ୍ରୀ ଉପାଧିରେ ସମ୍ମାନିତ ହୋଇଛନ୍ତି। କ୍ରୀଷ୍ଣାଙ୍କର ସ୍ୱଳ୍ପ ଶିକ୍ଷାଗତ ଯୋଗ୍ୟତା ରହିଥିଲେ ସୁଦ୍ଧା ବହୁ ପ୍ରତିଭାର ଅଧିକାରୀ ହୋଇ ବିଭିନ୍ନ ଅନୁଷ୍ଠାନ ଦ୍ୱାରା…
Read More...

ନକଲି ଶିକ୍ଷକ ଗିରଫ

ଗଞ୍ଜାମ (ରଜନୀକାନ୍ତ ପାତ୍ର): ରାଜ୍ୟରେ ଦିନକୁ ଦିନ ନକଲି ଶିକ୍ଷକଙ୍କ ସଂଖ୍ୟା ଓ ଗିରଫଦାରୀ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପୋଲସରା ଠାରେ ଜଣେ ନକଲି ଶିକ୍ଷକଙ୍କୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ପୋଲସରା ବ୍ଲକର ନକଲି ଶିକ୍ଷକ କିରଣ…
Read More...

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଞ୍ଜାମ (ରଜନୀକାନ୍ତ ପାତ୍ର): ରାଜ୍ୟରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଲାଣ ବଢିବାରେ ଲାଗିଛି। ଯାହା ଫଳରେ ପୁଲିସ ଓ ଅବକାରୀ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳରୁ ଦିଲ୍ଲୀ ଅଭିମୁଖେ କାରରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର…
Read More...

ବୁଡହାଦେଓ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ

ରାଇଘର (ଲଳିତ ସୁନାନୀ): ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର କୁସୁମପୁର ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି କୁସୁମପୁର ଠାରେ ଥିବା ବୁଡହାଦେଓ ମନ୍ଦିରରେ ନୂଆଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି।…
Read More...

ଭୁବନେଶ୍ୱର ପରେ ପୁରୀରେ ସୂର୍ଯ୍ୟ କିରଣ ଏୟାର ଶୋ

ପୁରୀ: ଭାରତୀୟ ବାୟୁସେନା ପକ୍ଷରୁ ଭୁବନେଶ୍ୱରରେ ଦୁଇ ଦିନ ଧରି ସୂର୍ଯ୍ୟ କିରଣ ଏୟାରଶୋ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ କୁଆଖାଇ ବାଲିଯାତ୍ରା ପଡିଆରେ ସୂର୍ଯ୍ୟକିରଣ ଏୟାରସୋ ଅନୁଷ୍ଠିତ ହୋଇଥିଲା। ଭୂମିର ୫ ଶହରୁ ହଜାରେ ଫୁଟ ଉଚ୍ଚତାରେ ବାୟୁସେନା ତାର କଳା କୌଶଳ ପ୍ରଦର୍ଶନ…
Read More...