ଗିରଫ ହେଲେ ଲାଇଭ କଳିଙ୍ଗର ସମ୍ପାଦକ
ଭୁବନେଶ୍ୱର/ଆଦର୍ଶ ରାଉତ: ବିଲ୍ଡର ଅପହରଣ ଘଟଣାରେ ଗତକାଲି କମିଶନରେଟ ପୁଲିସ ତରଫରୁ ମୁଖ୍ୟ ଅଭିଯୁକ୍ତ ଲାଇଭ କଳିଙ୍ଗ ନମକ େଓବ ପୋର୍ଟାଲର ସଂପାଦକ ରାଜାକୁ କଲିକତାରୁ ଗିରଫ କରାଯାଇଥିଲା । ରାଜାକୁ ପଚରା ଉଚରତା କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପିି ଉମାଶଙ୍କର ଦାସ ।
ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ଏହି ଘଟଣରେ ଲାଇଭ କଳିଙ୍ଗ େଓବ ପୋର୍ଟାଲର ୫ ଜଣ କର୍ମଚାରୀଙ୍କୁ ଗିରଫ କରିବା ସହିତ ଅପହୃତ ବୟବସୟୀଙ୍କୁ ଉଦ୍ଧାର କରିଥିଲା ପୁଲିସ । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଘୁନାଥ ସାହୁ (ରାଜା) ଫେରାର ଥିବା ବେଳେ କୋଲକାତାରୁ ଗିରଫ ହୋଇଥିବା ସୂଚନା ମିଳିଛି ।