ମାନସ ଦାସଙ୍କୁ ଗିରଫ କରିଛି ପୋଲିସ
ଭୁବନେଶ୍ୱର (ରିପୋର୍ଟସ ଟୁଡେ) ମାନସ ଦାସଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ରେ ଅବସ୍ଥିତ ମାନସଦାସଙ୍କ ଘରୁ ଉଭୟ ବାପ ପୂଅଙ୍କୁ ଗିରଫ କରିଛି ପୋଲିସ । ହତ୍ୟା, ହତ୍ୟା ଉଦ୍ୟମ , ଧମକ ଦେବା ଆଦି ଅଭିଯୋଗ ହୋଇଥିଲା । ଷ୍ଟେଜ ବଡି ଗାର୍ଡଙ୍କୁ ହତ୍ୟା ଧମକ ଦେବା ନେଇ ମାନସ ଦାସ ବିରୋଧରେ ଏତଲା କ୍ରମେ ତାଙ୍କୁ ଗିରଫ କରାଯାଇଛି ।