ନଦୀରେ ଭାସୁଛି ମୃତ ଦେହ
ବାଲିଅନ୍ତା(ରିପୋର୍ଟସ ଟୁଡେ) : ଏକ ଗଳିତ ମୃତଦେହ ନଦୀରେ ଭାସୁଥିବାର ଦେଖିବାକୁ ମିଳିଛି । ଖୋର୍ଦ୍ଦା ବାଲିଅନ୍ତାରେ ଏଭଳି ଦୃଷ୍ୟ ଦେଖିବାକୁ ମିଳି ଥିବା ବେଳେ ଆଖପାଖ ଅଞ୍ଚଳରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା କହି ଫସିଲେ ବିଜେପି ନେତା
Via
youtube