(ଜୟନ୍ତ କୁମାର ସେଠୀ): . କୋଣାର୍କ ସୂର୍ୟ୍ୟ ମନ୍ଦିର ଆଜି ସଂକଟରେ । କେତବେଳେ ପଥର ଖସୁଛିତ ପୁଣି କେତେବେଳେ ବର୍ଷା ପାଣିର ଜୁଆର ଖେଳୁଛି ମନ୍ଦିର ପରିସରରେ କ୍ଷ ପ୍ରତ୍ନତତ୍ୱ ବିଭାଗ ଅବହେଳା ହେତୁ ୮୦୦ବର୍ଷ ର ଲୁହା ଵିମ ଖୋଲା ଆକାଶ ତଳେ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।
୧୯୩୯ ମସିହା ରେ ଏଏସଆଇ କୋଣାର୍କ ମନ୍ଦିର ହାତକୁ ନେବାପରେ ମନ୍ଦିର ଅବକ୍ଷୟ ଆଡକୁ ଗତି କରୁଛି କ୍ଷ କୋଣାର୍କ ମନ୍ଦିରରେ ଲାଗିଥିବା ଲୁହବୀମି ସବୁ ଖୋଲା ଆକାଶ ତଳେ ରହି ନଷ୍ଟ ହେବାକୁ ଲାଗିଲାଣି ବୋଲି କୋଣାର୍କ ମନ୍ଦିର ଗବେଶକ କୁହନ୍ତି କ୍ଷ ଏପଟେ ଇତିହାସ ଅନୁସାରେ ଏହି ଲୁହା ଵିମ ସବୁ ୧୨୫୦ ମସିହା ରେ ଢେଙ୍କାନାଳର ଭୀମପୁର ଓ ନାଗୀନକ୍ଷ ଗ୍ରାମରେ ତିଆରି ହୋଇଥିଲା । ଏହି ଵିମ ସବୁ କୋଣାର୍କ ମନ୍ଦିର ତିଆରି ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । କିନ୍ତୁ କୋଣାର୍କ ସମସ୍ତ କାରୁକାର୍ୟ୍ୟ ଓ ସାମଗ୍ରୀ କୁ ରକ୍ଷଣ ବେକ୍ଷଣ ନକରାଯାଇ ଜରାଜିର୍ଣ୍ଣ ଅବସ୍ଥାରେ ଇଗ୍ଦସ ପକାଇ ରଖିଛି ବୋଲି କୋଣାର୍କ ବାସିନ୍ଦା ଅଭିଯୋଗ କରନ୍ତି
.