୨ ଦଫା ଦାବିରେ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା

(ଦୀପକ ପ୍ରଧାନ): ୨ ଦଫା ଦାବିରେ ଡିଏଭି କଲେଜର ଛାତ୍ରଛାତ୍ରୀମାନେ କଲେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । କଲେଜ ଜମିର ସ୍ଥାୟୀ ପଟ୍ଟା ଓ ସ୍ୱଂୟଶାସିତ ମାନ୍ୟତା ଦାବିରେ ଷ୍ଟୁଡେ ଓ ଅର୍ଗାନାଇଜେସନ ଛାତ୍ରଛାତ୍ରୀମାନେ ଧାରଣାରେ ଦେଇଛନ୍ତି । ଏନେଇ ବହୁବାର ଦାବି କରିଆସୁଥିଲେ ଏଥିପ୍ରତି କର୍ଣ୍ଣପାତ କରୁନାହିଁ ଜିଲ୍ଲା ପ୍ରଶାସନ ଅଧିକାରୀ ।