ବର୍ଷା ପବନରେ ଗଛ ପଡ଼ି ରାସ୍ତା ବନ୍ଦ

(ରିପୋଟରର୍ସ ଟୁଡ଼େ): ଖୋର୍ଦ୍ଧା ଜିଲ୍ଲାର ୫୬୯ଲୋକଙ୍କୁ ପ୍ରଶାସନ ସ୍ଥାନାନ୍ତରିତ କରିଥିବା ବେଳେ ବର୍ଷା ପବନ ଆରମ୍ଭ ହେତୁ ଚନ୍ଦକା-ମେଣ୍ଡାଶାଳ ରାସ୍ତାରେ ଗଛ ପଡ଼ି ରାସ୍ତା ରୋକ ହୋଇଯାଇଛି । । ସ୍ଥାନୀୟ ଲୋକ ଗଛକୁ କାଟି ରାସ୍ତା ସଫା କରୁଛନ୍ତି। ଅନ୍ୟପକ୍ଷରେ ବାଲିଅନ୍ତା ବ୍ଲକରୁ ୧୭୨, ବାଲିପାଟଣା ବ୍ଲକର ୧୧୭, ଜଟଣୀ ୨୬, ବାଣପୁର ଏନଏସି ୩୫୪ ଲୋକଙ୍କ ସ୍ଥାନାନ୍ତର କରାଯାଇଛି।