( ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ ରାମ ଜେଠମଲାନିଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୋକପ୍ରକାଶ କରି କହିଛନ୍ତି ଯେ ଜନସାଧାରଣଙ୍କ ସମସ୍ୟାକୁ ନିର୍ଭୀକ ଭାବେ ଜେଠମଲାନି ଉଠାଉଥିଲେ।
पूर्व केंद्रीय मंत्री और वरिष्ठ वकील श्री राम जेठमलानी के निधन से मुझे दुख हुआ है। वे अपनी विशिष्ट वाक्पटुता के साथ सार्वजनिक मुद्दों पर अपने विचार व्यक्त करने के लिए जाने जाते थे। राष्ट्र ने एक प्रतिष्ठित न्यायविद्, विद्वान अधिवक्ता और बुद्धिकौशल का धनी व्यक्तित्व खो दिया है।
— President of India (@rashtrapatibhvn) September 8, 2019
ଜେଠମଲାନିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରି କହିଛନ୍ତି ଯେ ସେ ଜଣେ ନିର୍ଭୀକ ବକ୍ତା ଓ ସାହାଯ୍ୟକାରୀ ବ୍ୟକ୍ତିତ୍ବ ଥିଲେ।
In the passing away of Shri Ram Jethmalani Ji, India has lost an exceptional lawyer and iconic public figure who made rich contributions both in the Court and Parliament. He was witty, courageous and never shied away from boldly expressing himself on any subject. pic.twitter.com/8fItp9RyTk
— Narendra Modi (@narendramodi) September 8, 2019
ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିବା ସହ ପରିବାର, ବନ୍ଧୁ ଓ ଅନୁଗତଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
Saddened to learn of the passing away of veteran lawyer and former Union Minister #RamJethmalani. Heartfelt condolences to the bereaved family, friends and followers in this moment of grief.
— Naveen Patnaik (@Naveen_Odisha) September 8, 2019