(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଲଣ୍ଡା ପଞ୍ଚାୟତ ର କୁଶିକୋଣା ଗ୍ରାମର ଉଦୟ ନାଥ ପ୍ରଧାନଙ୍କ କରୋନା ରେ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ପରିବାର ବେସାହାରା ହୋଇପଡିଛି ତେବେ ତାଙ୍କର ବିରିବାର କହିଲେ ୨ ନାବାଳିକା ଝିଅ, ବୃଦ୍ଧ ବାପା, ଅନ୍ଧୂଣି ମାଆ ଓ ପତ୍ନୀଙ୍କ ମୁହଁରେ ଦାନା ଦେଉଥିଲେ ଏକ ମାତ୍ର ରୋଜଗାର ଦିବ୍ୟାଅଙ୍ଗ ପୁଅ ଥିଲେ ଉଦୟନାଥ ,ସେ ଗତ ୯ ତାରିଖରେ କୋରନା ରେ ତାଙ୍କ ମୃତ୍ୟୁ ପରେ ଏବେ ପରିବାର ଟି ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିଲା ବେଳେ ଏହି ପଞ୍ଚାୟତର ସରପଞ୍ଚ ପ୍ରତାପସେନ ସ୍ବାଇଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାସହିତ ପରିବାର ର ସମସ୍ତ ସୁବିଧା ବୁଝିବେ ବୋଲି ପ୍ରତିଶ୍ରତି ଦେଇଛନ୍ତି ।