ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ବିଭିନ୍ନ ହାଇସ୍କୁଲ ଓ ବ୍ଲକ୍ ର ବିଭିନ୍ନ ହାଇ ସ୍କୁଲ ରେ ଛାତ୍ର ଛାତ୍ରୀଙ୍କୁ ଜଳାତଙ୍କ ଦିବସ ଉପରେ ଲିଫ ଲେଟ ଦେଇ ସଚେତନତା କରାଯାଇଥିଲ। ଏହି କାର୍ଯକ୍ରମ ବିଭାଗ ର କର୍ମ ଚାରି ଉପସ୍ଥିତ ରହି ଜଳାତଙ୍କ ରୋଗ ର ଲକ୍ଷଣ ଉପରେ ନିଜର ମତ ପ୍ରକାଶ କରିଥିଲେ। ସରକାର ବେପକ୍ ସଚେତନତା ସକାଶେ ବିଭାଗ କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଚଳିତ ବର୍ଷ ଟିକା କରଣ କରାଯାଇନଥିବା ବିଭାଗ ପ୍ରକାଶ କରିଛନ୍ତି।