ହାଇଟେକ ପ୍ଲାଜାରୁ ଗିରଫ ହେଲା ହାଇଟେକ୍ ଚୋର
(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଭୁବନେଶ୍ୱର ସୁନ୍ଦରପଦା ହାଇଟେକ ପ୍ଲାଜାରୁ ହାଇଟେକ୍ ଚୋର ଗରିଫ । ଅଭିଯୁକ୍ତ ଜଣକ ଆପାର୍ଟମେଣ୍ଟରେ ନିଜେ ରହି ବିଭିନ୍ନ ଗାଡି ଚୋରି କରିବା ସହ ଆପାର୍ଟମେଣ୍ଟ ତଳେ ଏହି ଗାଡି ବିକ୍ରି କରୁଥିଲା । ଅଭିଯୁକ୍ତକୁ ସ୍ଥାନୀୟ ଲୋକ ଧରିବା ସହ ତା ଠାରୁ ୫ଟି ଗାଡି ଜବତ…
Read More...
Read More...