Browsing Category

ପର୍ଯ୍ୟଟନ

ଆନ୍ତର୍ଜାତିକ ନାଟକ ମହୋତ୍ସବ ଉଦଘାଟିତ

ପାରାଦୀପ:- ଜାତୀୟ ନାଟ୍ୟ ବିଦ୍ୟାଳୟ  ନୂଆ ଦିଲ୍ଲୀ, ପାରାଦୀପ ବନ୍ଦର ଓ କାନମାସ୍ ପାରାଦୀପର ମିଳିତ ଆନୁକୁଲ୍ୟରେ ପାରାଦୀପର ଜୟଦେବ ସଦନ ଠାରେ ୨୫ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ ହୋଇଯାଇଛି । କାନମାସର ଉପଦେଷ୍ଟା କ୍ୟାପଟେନ ଅତୁଲ୍ୟ ମହାପାତ୍ରଙ୍କ ସଭାପତିରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ…
Read More...

କାଳ ହେଲା ସେଲ୍ଫି ଉଠାଇବା

ଜଳପ୍ରପାତରେ ପର୍ୟ୍ୟଟକଙ୍କ ମୃତ୍ୟୁ । ସେଲ୍ଫି ଉଠାଉଥିବା ବେଳେ ପାଦଖସି, ଜଳପ୍ରପାତରେ ପଡ଼ି ଜୀବନ ଗଲା । ଆଉ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ତଳ ମିଟିଙ୍ଗ ଜଳପ୍ରପାତରେ । ମୃତକ ଜଣକ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ଗ୍ରାମପଞ୍ଚାୟତର ପାଇକପୁକି ଗାଁ…
Read More...

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌରପରିଷଦ ପକ୍ଷରୁ ର।ହ।ଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଅନ୍ୟତମ…
Read More...

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟର ଫୋଟ

ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ହସ୍ତଗତ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି ମୋହିତ ନାମକ ଯୁବକ। ଏବଂ ଏହାର ପରବର୍ତ୍ତୀ ସମୟରେ ନିଜ ଇନଷ୍ଟାଗ୍ରାମ ଆଇଡିରେ ଅପଲୋଡ଼…
Read More...

ଏଥର ବୁଲିଯିବା ହରିଶଙ୍କର, ପ୍ରକୃତିରାଣୀର ଚିକ୍ ମିକ୍ ଝରଣା ପାଣିରେ ଆକର୍ଷିତ ପର୍ଯ୍ୟଟକ

ବଲାଙ୍ଗୀର: ଶୀତର ପହିଲି ସ୍ପର୍ଶରେ ଆପଣ କୁଆଡେ ବୁଲିବାକୁ ପ୍ଲାନ କରିଛନ୍ତି କି ନାହିଁ? ଯଦି କରିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଜଣାଇବୁ। ଯେଉଁ ସ୍ଥାନକୁ ଯାଇ ଆପଣ ପ୍ରକୃତିର ସୌନ୍ଦର୍ଯ୍ୟର ମଜା ଉଠାଇପାରିବେ।ଶୀତଦିନେ ବଲାଙ୍ଗିର ଜିଲ୍ଲାର…
Read More...

ହି ଦିନଠାରୁ ଖୋଲିବ ଲୋକ ଭବନ , ଜାଣନ୍ତୁ କପରି ଫ୍ରିରେ ସୁନ୍ଦର ପରିବେଶକୁ ଉପଭୋକ କରିବେ

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକଙ୍କ ପାଇଁ ଖୋଲିବ ଲୋକ ଭବନ । ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଭବନର ଉଦ୍ୟାନ ଖୋଲାଯିବା ନେଇ ଯୋଜନା ରହିଛି । ଯେଉଁଥିରେ ସ୍କୁଲ୍ ଛାତ୍ରୀଛାତ୍ରଙ୍କ ପାଇଁ ସକାଳ ୮ଟା ୩୦ରୁ ୧୦ଟା ୩୦ପର୍ଯ୍ୟନ୍ତ ସମୟ ସ୍ଥିର ହୋଇଥବାବେଳେ…
Read More...

ଶୀତର ପ୍ରକୋପ ବଢୁଥିବାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଥରାଉଛି ଜାଡ , ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି,ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ବୋର୍ଡ ସ୍କୁଲ ଏବଂ ICSE ଏବଂ CBSE ସ୍କୁଲ ଉଭୟ ପାଇଁ ପ୍ରଯୁଜ୍ୟ ହେବ। ରାଜ୍ୟରେ…
Read More...

ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି

ଗୁରୁବାର ଦିନ ଚିଲିକାରେ ପଡି ଜଣେ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ନେଇଛନ୍ତି ବଡ ନିଷ୍ପତ୍ତି । ତେବେ ନିୟମ ଅନୁଯାୟୀ ଆସନ୍ତା ଦିନ ୧୧ ଯାଏଁ ଚିଲିକା ରେ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ ସେହିପରି । ଛୋଟ ମଟର ବୋଟ, ମାଲ ବାହି ଡ଼ଙ୍ଗା ଓ ଭସାପୋଲ ସବୁକିଛି…
Read More...

ହ୍ରାସ ପାଇଲା ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚିଲିକା ହ୍ରଦକୁ ଏକାଧିକ ବିଦେଶୀ ପକ୍ଷୀ ଆଗମନ କରୁଛନ୍ତି କିନ୍ତୁ ବିଚଳିତ କରିବା ପରି ଖବର ହେଉଛି ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ହ୍ରାସ ପାଇଛି। ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ…
Read More...

ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା; ଖୋଲିଲା ଶିଖରଚଣ୍ଡୀ ମନ୍ଦିର

ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା । ହାତୀଙ୍କ ଉପସ୍ଥିତି ଯୋଗୁଁ କିଛି ଦିନ ବନ୍ଦ ରହିବା ପରେ ସୋମବାର ଦିନ ଭୁବନେଶ୍ୱରର ଶିଖରଚଣ୍ଡୀ ମନ୍ଦିର ଖୋଲିବା ପରେ ପର୍ଯ୍ୟଟକମାନେ ଆଶ୍ୱସ୍ତିର ନିଶ୍ୱାସ ନେଇପାରିବେ। ଗତକାଲି ରାତିରେ ବନ କର୍ମଚାରୀଙ୍କ ଉଦ୍ୟମରେ ହାତୀ ଦୁଇଟିଙ୍କୁ…
Read More...