Browsing

Video

ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଲୋକସେବା ଭବନରେ ବସିଲା ବୈଠକ

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ସହର ବଢାଇବା ଉଦ୍ଦେଶ୍ୟରେ ଆମେ ପ୍ରତ୍ୟକ୍ଷରେ ହେଉଁ ବା ପରୋକ୍ଷରେ ପରିବେଶ ସହିତ ଖେଳି ଚାଲିଛେ । ଜଙ୍ଗଲ ମଧ୍ୟ ନଷ୍ଟ ହେବାରେ ଲାଗିଛି । ଯାହା ଫଳରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଛି । ଯାହାକି ଚିନ୍ତାର ବିଷୟ ହୋଇଛି । ତେଣୁ କରି ଜଙ୍ଗଜ ସହିତ…
Read More...

ଜମିହରା ମାନଙ୍କୁ ନିଯୁକ୍ତି ରେ ଟାଳଟୁଳ ନୀତି ଅବଲମ୍ବନ

(ଅମିୟ ରଂଜନ ଘଡ଼ାଇ / କଳିଙ୍ଗ ନଗର): ଯାଜପୁର ଜିଲ୍ଲା କଳିଙ୍ଗ ନଗର ର ଇମାମି ସିମେଣ୍ଟ ରେ ଜମିହରା ମାନଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି । ଗତକାଲି ରାତିରେ କମ୍ପାନୀ ଓ ଜମିହରାମାନଙ୍କ ମଧ୍ୟରେ କୌଣସି ତିକ୍ତତା କାରଣରୁ ଆଜି କମ୍ପାନୀ ତାର…
Read More...

ଦିଲ୍ଳୀ ରାୟ: ଯିଏ ଲୋକଙ୍କ ପାଇଁ କାମ କରିବ ସେ ଭୋଟ ପାଇବ

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଆସିଛି ଦିଲ୍ଲି ବିଧାନସଭା ନିର୍ବାଚନର ଫଳାଫଳ । ଯେଉଁଥିରେ ବିଜେପିକୁ ଧୂଳି ଚଟାଇ ଆମ ଆଦିର୍ମି ପାର୍ଟି ବାଜିମାର କରିଛି । ତୃତୀୟ ଥର ପାଇଁ କେଜ୍ରିୱାଲ ଦିଲ୍ଲୀ ସିଂହାସନକୁ ନିଜର ଅକ୍ତିଆରକୁ ନେଇଛନ୍ତି । ବିଭିନ୍ନ ମହଲରୁ କେଜ୍ରିୱାଲଙ୍କୁ ଶୁଭେଚ୍ଛାର…
Read More...

ଉଚ୍ଛେଦ କରିବାକୁ ଆସି ପୋଲିସ ଜନତା ମୁହାଁମୁହିଁ

(ଅଜିତ୍ ସାହୁ / ଜଳେଶ୍ୱର): ଶ୍ମଶାନ ଜାଗାକୁ ନେଇ ଖଣ୍ଡ ଯୁଦ୍ଧ । ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଜନତା । ବାରମ୍ବାର ନୋଟିସ ପରେ ମଧ୍ୟ ଛାଡୁନଥିଲେ ଜାଗା । କାର୍ଯ୍ୟାନୁଷ୍ଠାନ ବେଳେ ଘଟିଛି ତୁମୁଳକାଣ୍ଡ । ଘଟଣାସ୍ଥଳରେ କିଛି ସମୟ ଉତେଜନା ପରେ ପ୍ରଶାସନ ଉଚ୍ଛେଦ କରିବାରେ ସଫଳ…
Read More...

ପରକୀୟ ପ୍ରୀତିର ଭୟଙ୍କର ରୂପ, ସ୍ତ୍ରୀ ପ୍ରେମିକକୁ ହାଣି ଦେଲା ସ୍ୱାମୀ

(ଅଜିତ ସାହୁ / ଜଳେଶ୍ୱର): ବନ୍ଧୁ ସାଜିଲା ବଇରୀ । କ୍ଷଣିକ ସୁଖ ପାଇଁ ଭୁଲି ଗଲା ବନ୍ଧୁତ୍ୱ । ବନ୍ଧୁର ସ୍ତ୍ରୀ ସହ ରଚିଲା ପରକୀୟା ପ୍ରୀତି । ଟାଙ୍ଗିଆରେ ହାଣି ମାରିଲା ସ୍ୱାମୀ । ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଦୁଧୀଆଶୂଳ ଗାଁରେ ଘଟିଛି ଏଭଳି ଅଘଟଣ । ହତ୍ୟା କରିବା ପରେ ଥାନାରେ…
Read More...

କୋଣାର୍କ ମନ୍ଦିରକୁ କୌଣସି ବିପଦ ନାହିଁ

(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ଦିନକୁ ଦିନ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ବିଲୁପ୍ତ ହେବାକୁ ଲାଗିଲାଣି। କାରଣ ମନ୍ଦିରରେ ଲାଗିଥିବା କାରୁକାର୍ଯ୍ୟ ପଥର ଦୁର୍ବଳ ହୋଇ ଖସିଯାଉଛି । ଯାହା ଫଳରେ କୋଣାର୍କର କାରୁକାର୍ୟ୍ୟ ପଥର କାଢି ସାଧାରଣ ପଥର ଲଗାଯାଇଛି । ଯାହାକୁ ନେଇ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟଦେଶ ପ୍ରଦାନ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସୁବର୍ଣ୍ଣପୁର ପୈ।ରପରିଷଦ ଅଞ୍ଚଳରେ ୩୯୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ କାର୍ୟ୍ୟ ଦେଶ ପ୍ରଦାନ କରାଯାଇଛି।ପୈ।ରପରିଷଦ ପକ୍ଷରୁ ଏହି ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ସୋନପୁର ପୈ।ରପରିଷଦ ନିର୍ବାହୀ…
Read More...

ରୋଷେଇ ସମୟରେ ଅଘଟଣ, ୩ ମହିଳା ଶ୍ରମିକ ଆହତ

(ମନୋଜ କୁମାର ସାହୁ / ରାୟଗଡ): ରୋଷେଇ ସମୟରେ ଅଘଟଣ। ନିଆଁରେ ପୋଡ଼ି ହୋଇ ୩ ମହିଳା ଶ୍ରମିକ ଆହତ। ଏଭଳି ଅଭାବନିୟ ଅଘଟଣ ଘଟିଛି ରାୟଗଡ ସହର DFO କାର୍ୟ୍ୟାଳୟ ପ୍ରଥମ ଗଳିରେ । ସୂଚନା ଅନୁଯାୟୀ , ପ୍ରଥମ ଗଳିରେ ରହୁଥିବା ମୋନଜ କୁମାର ସାହୁଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜି…
Read More...

ଅଭିଯୋଗ ଶୁଣିଲେ, କ୍ଷେତ୍ର ପରିଦର୍ଶନରେ ସାରାଦିନ କଟାଇଲେ

(ଗୋଲାପ ସାହୁ)କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ପଣ୍ଡି ଗାଁରେ ଅବାଧରେ ଜୁଆ ଓ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଏନେଇ ଆଜି କଲମପୁର ବ୍ଳକ ଠାରେ ଜିଲାପାଳଙ୍କ ଜନଶୁଣାଣୀ ଶିବିରରେ ପଣ୍ଡିଗାର ମହିଳା ସଂଘ ଓ ଗ୍ରାମପଞ୍ଚାୟତର ଜନସାଧାରଣ ଜିଲାପାଳ କୁ ଏକ…
Read More...

ଏନ ଡି ଆର ଏଫ ପକ୍ଷରୁ ବିଶ୍ଵସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ

(ଜୟନ୍ତ କୁମାର ସେଠୀ)ଗୋପ: ଆସନ୍ତା ୧୨ ତାରିଖ ରେ ଏନ ଡି ଆର ଏଫ ପକ୍ଷରୁ ବିଶ୍ଵ ସ୍ତରୀୟ ମକଡ୍ରିଲ କୋଣାର୍କ ରାମଚଣ୍ଡୀ ଠାରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାୟରେ ପହଂଚିଛି। ବାତ୍ୟା, ବନ୍ୟା, ସୁନାମି, ଭୂମିକଂପ ଭଳି ପ୍ରାକୃତିକ ବିପର୍ୟ୍ୟୟ ରୁ କିଭଳି ଉପକୂଳ…
Read More...