(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀ ଜିଲ୍ଲା ପିପିଲି ମଙ୍ଗଳ ପୁରରେ ଏକ ଆଶ୍ଚର୍ୟ୍ୟଜନକ ଘଟଣା ଘଟିଛି । ଦିନ ଦ୍ୱିପ୍ରହରରେ ଘର ଆଗରୁ ବାଇକି ଚୋରି କରି ନେଇଗଲା ଚୋର ସବୁ କିଛି କଏଦ ହେଲା ସିସିଟିଭିରେ । . ପିପିଲି ମଙ୍ଗଳ ପୁର ବଜ଼ାରରେ ଘର ସାମ୍ନାରେ ଦୀଲ୍ଲିପ ଭଟଙ୍କ ନୂଆ ହିରୋ ହୁଣ୍ଡା ଗାଡିକୁ ଆଖି ପିଛୁଳାରେ ଗାଏବ କରିଦେଲା ଚୋର ଦୀଲ୍ଲିପ ଜଣେ ରଙ୍ଗ କାରିଗର ସେ ଘର ଆଗରେ ଗାଡି ରଖି ଭିତରେ ରଙ୍ଗ କରୁଥିଲେ । ଏହାରି ଭିତରେ ସୁଯୋଗ ନେଇ ଗାଡି ଚୋରି କରି ଚମ୍ପଟ ମରିଚି ଚୋର ।