ବିବେକ ପୋଷ୍ଟ କଲେ ପୁଷ୍କରନାଥଙ୍କୁ ପଠାଯାଇ ଥିବା ଚିଠି
ଆଜିକାଲି ସବୁଠାରୁ ଚର୍ଚ୍ଚାରେ ଥିବା ଫିଲ୍ମ ହେଉଛି ବିବେକ ଅଗ୍ନିହୋତ୍ରୀଙ୍କର ଫିଲ୍ମ 'ଦ କଶ୍ମୀର ଫାଇଲ୍ସ' ।
(ମୁମ୍ବାଇ) : ଆଜିକାଲି ସବୁଠାରୁ ଚର୍ଚ୍ଚାରେ ଥିବା ଫିଲ୍ମ ହେଉଛି ବିବେକ ଅଗ୍ନିହୋତ୍ରୀଙ୍କର ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ । ଏବେ ସେ ପୁଷ୍କରନାଥଙ୍କୁ ଲେଖା ଯାଇଥିବା ଚିଠି ଓ ତାଙ୍କର ଅନୁବାଦ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ବିବେକଙ୍କର କହିବା ହେଲା କି ଫିଲ୍ମର ପ୍ରତି ସିନ୍ , ଇଭେଣ୍ଟ ଓ ଡାଏଲଗ୍ ବାସ୍ତବ ଉପରେ ଆଧାରିତ।

ନିକଟରେ ଫିଲ୍ମ ୩୦୦କୋଟିରୁ ଅଧିକ ଆୟ କରି ସାରିଛି। ଏହା ପୂର୍ବରୁ ମଧ୍ୟ ବିବେକ ଅଗ୍ନିହୋତ୍ରୀ ଅନେକ ଭିଡ଼ିଓ ପୋଷ୍ଟ କରି ସାରିଛନ୍ତି।
Every single scene, event, dialogue in #TheKashmirFiles is TRUTH.
I challenge every critic and @TIME @TheEconomist @AlJazeera @BBC etc to tell me which part of the film isn’t TRUTH.
Are these documents TRUTHS of Islamophobia or HINDUPHOBIA? pic.twitter.com/hgO9PF0BqW— Vivek Ranjan Agnihotri (@vivekagnihotri) April 4, 2022
ଏବେ ସେ ପୁରୁଣା ଚିଠି ପୋଷ୍ଟ କରିଛନ୍ତି ଯାହା ପୁଷ୍ପରନାଥ ଓ ମନୋହର ଲାଲ୍ଙ୍କୁ ଲେଖା ଯାଇଥିଲା। ଲେଖାଥିଲା କି, ସେମାନେ ସୂଚନାଦାତା । ଏଥିପାଇଁ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହନ୍ତୁ । ମୃତ୍ୟୁ ପୂର୍ବରୁ ୱାର୍ଣ୍ଣିଂ ମଧ୍ୟ ଥିଲା କି ପରିତ୍ୟାଗ କର ନୁହେଁତ ଫଳ ମୃତ୍ୟୁ ହିଁ ହେବ। ଚିଠି ମୁସଲିମ୍ ୟୁନାଇଟେଡ୍ ଗୁରିଲ୍ଲାର ଏରିଆ କମାଣ୍ଡର ଓ ଚିଫ୍ ଏରିଆ କମାଣ୍ଡର ପକ୍ଷରୁ ଥିଲା।