ଆଠଗଡ : ଆଠଗଡ ନିର୍ବାଚନ ମଣ୍ଡଳୀ ଓରଦା ପଞ୍ଚାୟତ ବାଳି ହରିଜନ ସାହିରେ ଅଭାବନୀୟ ଘଟଣା। ରକ୍ତାତ ଅବସ୍ଥାରେ ଯୁବକଙ୍କ ମୃତ ଦେହ ସାହି କୋଠଘର ବାରଣ୍ଡାରେ ପଡିଥିବା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାମ ମୋହନ ନାୟକ(୩୫) ବୋଲି ଜଣାପଡିଛି। ଖବର ପାଇଁ ଗୁରୁଝାଟିଆ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି। କୌଣସି ପୂର୍ବ ଶତ୍ରୁତା ପାଇଁ ଏହି ପରି ଘଟଣା ଘଟିଥିବା ବିଶେଷ ସୂତ୍ରରୁ ସୂଚନା।