Browsing Tag

Puri

ଦୁଇ ଭାଇ ଜଗା ଓ ବଳିଆଙ୍କୁ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମାଗିବେ ଦେବୀ ସୁଭଦ୍ରା

ପୁରୀ;- ଆଜି ପବିତ୍ର ରାକ୍ଷାୀ ପୂର୍ଣ୍ଣିମା । ଏହିଦିନ ଭାଇକୁ ରାକ୍ଷୀ ବାନ୍ଧୀ ଭଉଣୀ ମାଗେ ସୁରକ୍ଷା । ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଘରେ ଗୋମାତାଙ୍କୁ ପୂଜା କରାଯାଇଥାଏ । ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ଧୁମଧାମରେ ଅନୁଷ୍ଠିତ…
Read More...

ପୁଣି ଶ୍ରୀମନ୍ଦିରରୁ ଧରା ହେଲା ହିଡେନ୍ କ୍ୟାମେରା, ଗୁଜୁରାଟ ବ୍ୟକ୍ତିକୁ ଧରିଲା ପୋଲିସ

ପୁରୀ: ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା । କୀର୍ତ୍ତନଚକଡ଼ା ନିକଟରୁ ଧରାପଡ଼ିଲା ହିଡେନ୍‌ କ୍ୟାମେରା । ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ଫଟୋ ଉଠାଉଥିଲେ ଯୁବକ । ଗୁଜରାଟର ଜଣେ ଭକ୍ତକୁ ଧରିଲା ସିଂହଦ୍ବାର ଥାନା ପୋଲିସ । ବ୍ୟକ୍ତି ଜଣକ ଗୁଜରାଟର ବିପୁଲ୍ ପଟେଲ…
Read More...

ଶ୍ରାବଣ ସୋମବାର ଉପଲକ୍ଷେ ବାଲୁକାକଳାରେ ଶିବଭକ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ:- ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆ ଭକ୍ତଙ୍କ ଗହଳି । ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ଅତ୍ୟନ୍ତ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଏହି ମାସ ଭଗବାନ ମହାଦେବଙ୍କୁ ସମର୍ପିତ । କୁହାଯାଏ ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ…
Read More...

ଶରଧାବାଲି ଦଳାଚକଟା ଘଟଣାର ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିପାରନ୍ତି ଉନ୍ନୟନ କମିଶନର

ଭୁବନେଶ୍ବର:- ଶରଧାବାଲି ଦଳାଚକଟା ଘଟଣାର ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିପାରନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ। ଜୁଲାଇ ୩୦ ସୁଦ୍ଧା ସମସ୍ତ ଶୁଣାଣି ଶେଷ ହୋଇଛି। ସବୁ ରିପୋର୍ଟକୁ ଏକାଠି କରି ପ୍ରଦାନ କରିବେ ଉନ୍ନୟନ କମିଶନର। କମିଟି ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି ଉନ୍ନୟନ…
Read More...

ଗୋପ ଥାନା ହାଜତରୁ ଫେରାର ହେଲେ ୨ ଅଭିଯୁକ୍ତ

ପୁରୀ:- ପୁରୀ ଜିଲ୍ଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍‌ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଚୋରି ମାମଲାରେ ବାଇକ୍‌ ସହ ୨ ଅଭିଯୁକ୍ତ ଗିରଫ ହେଇଥିଲେ। ତେବେ ଏତେ ସୁରକ୍ଷା ସତ୍ତ୍ବେ ଶୌଚ ହେବା…
Read More...

ଶ୍ରୀମନ୍ଦିରରେ ଭି.ଆଇ.ପି ଦର୍ଶନ କରାଇବେ କହି ଠକିନେଲେ

ପୁରୀ:- ଲୋକଙ୍କୁ ଠକିବା ପାଇଁ ଠକ ମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ଠକମାନେ ଏବେ ଭକ୍ତଙ୍କ ଭାବାବେଗକୁ ନେଇ ଠକିବା ଆରମ୍ଭ କଲେଣି । ଠକମାନେ ଶ୍ରୀମନ୍ଦିର ଦର୍ଶନ ପାଇଁ ଅନଲାଇନ ସ୍ଲଟ୍ ବୁକିଂ କରୁଛନ୍ତି । ଭି.ଆଇ.ପି ଦର୍ଶନ ବୁକିଂ ନାଁରେ ଜଣକ ପିଛା ନେଉଛିନ୍ତି ଏକ ହଜାର ଟଙ୍କା ।…
Read More...

ବାର୍ଥ ଡେ ସେଲିବ୍ରେସନ ବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ଭୂତ

ପୁରୀ:- ବାର୍ଥ ଡେ ସେଲିବ୍ରେସନ ବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ଭୂତ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଜୁଆଲରେ ଅନ୍ଧାର ରାତିରେ କାନ୍ଦ ବୋବାଳି ସାଙ୍ଗକୁ ପାଉଁଜର ଛମ୍ ଛମ୍ ଶବ୍ଦ ଆଉ ତା ପରେ ଚିତ୍କାର ସମସ୍ତଙ୍କୁ ଭୟଭୀତ କରୁଛି । ତେବେ ସେ କରୁଣ କାନ୍ଦ କାହାର…
Read More...

ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ସଦର ବିଡିଓ ଏବଂ ତାଙ୍କ ପତ୍ନୀ

କୋଣାର୍କ:- ପୁରୀ ବେଳାମାର୍ଗରେ ନଦୀକୁ ଖସିଲା କାର। ମେରାଇନ ଥାନା ଅନ୍ତର୍ଗତ ଲୋଟସ ରିସର୍ଟ ନିକଟ ରାମଚଣ୍ଡୀ ମୁହାଣ କୁଶଭଦ୍ରା ନଦୀରେ କାର ବୁଡି ଯାଇଥିଲା। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ସଦର ବିଡିଓ ଏବଂ ତାଙ୍କ ପତ୍ନୀ। ପାରକିଙ୍ଗ ସ୍ଥଳରେ ଗାଡି ବୁଲାଇବା ଵେଳେ…
Read More...

ବଳଙ୍ଗାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍

ବଳଙ୍ଗା; ବଳଙ୍ଗାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକାଙ୍କୁ ପୋଡିବା ଘଟଣାରେ ତଦନ୍ତ ଜୋରଦାର ଆଗେଇଛି । ଗୋଟିଏ ଟିମ୍ ପୀଡିତାଙ୍କ ଘରେ ପହଞ୍ଚିଥିଲା ଆଉ ଗୋଟିଏ ଟିମ୍ ପୀଡିତାଙ୍କ ସାଙ୍ଗଙ୍କ ଘରେ । ସେହିପରି ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
Read More...

ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେବାରୁ ଶ୍ରୀମନ୍ଦିରରେ ହେଲା ବଡ ମହାସ୍ନାନ

ପୁରୀ;- ବାନ୍ତି କରିଦେବାରୁ ଶ୍ରୀମନ୍ଦିରରେ ହେଲା ବଡ ମହାସ୍ନାନ । ଅବକାଶ ପୂଜା ନୀତିପରେ ଭିତର କାଠ ଦର୍ଶନ ଚାଲୁଥିବା ଘଟିଥିଲା ଅଘଟଣ । ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେଇଥିଲେ । ଏଥିପାଇଁ ବଡ ମହାସ୍ନାନ ହେଉଛି । ଦେଢ ଘଣ୍ଟା ସାଧାରଣ ଦର୍ଶନ ପ୍ରଭାବିତ ହେବ । ଅବକାଶ ଶେଷ ହେବା…
Read More...