Browsing Tag

Puri

ଆରମ୍ଭ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି ପ୍ରକ୍ରିୟା

ପୁରୀ: ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ । ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖି ୨ ଅଭିଜ୍ଞ ଅଧିକାରୀଙ୍କୁ ଗଣତି ପାଇଁ ପଠାଇବାକୁ ଅନୁରୋଧ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଯେଉଁଦିନ…
Read More...

ସରିଲା ନବଦିନାତ୍ମକ ଯାତ୍ରା, ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ: ସରିଲା ନବଦିନାତ୍ମକ ଯାତ୍ରା । ରତ୍ନସିଂହାସନକୁ ଫେରିଲେ ଶ୍ରୀଜୀଉ। ମା' ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କଲେ ମହାପ୍ରଭୁ ଜଗନ୍ନାଥ। ନୀଳାଦ୍ରି ବିଜେ ପହଣ୍ଡି ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଆଜିଠୁ ପୁରୀରେ ମିଳିବ ନୀଳାଚଳ ଅବଢ଼ା। ଆଜି ଶ୍ରୀମନ୍ଦିରରେ ପ୍ରଥମ…
Read More...

ମହଙ୍ଗା ପଡିଲା ରଥ ଉପରକୁ ମୋବାଇଲ ନେବା, ୭ ଗିରଫ

ପୁରୀ: ସେବାୟତଙ୍କୁ ମହଙ୍ଗା ପଡ଼ିଲା ରଥ ଉପରକୁ ମୋବାଇଲ୍ ନେବା। ରଥ ଉପରକୁ ମୋବାଇଲ୍‌ ନେଇଥିବା ୭ ସେବାୟତଙ୍କ ନାଁରେ ମାମଲା ରୁଜୁ । ସିଂହଦ୍ବାର ପୋଲିସ ଷ୍ଟେସନ ୭ ସେବାୟତଙ୍କ ନାଁରେ ଏତଲା ଦିଆଯାଇଛି । ତେବେ ସେବାୟତଙ୍କ ନାଁରେ FIR ହୋଇଥିବା ନେଇ ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।…
Read More...

ନୀଳକନ୍ଦରକୁ ଫେରିବେ ମହାବାହୁ, କରିବେ ମା’ ଲକ୍ଷ୍ମୀଙ୍କ ମାନ ଭଞ୍ଜନ

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ତିନି ଠାକୁର । ଆଜି ରତ୍ନ ସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତ । ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଆଜି ଶେଷ ଦିନ,…
Read More...

ଆଜି ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ପ୍ରତି ରଥରେ ଶ୍ରୀଜୀଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ…
Read More...

ମହାପ୍ରଭୁଙ୍କ ଅଧରପଣାର ଅନନ୍ୟ କଥା, ପୂର୍ବେ ହେଉଥିଲା ୧୨ ହାଣ୍ଡି ପଣା

ଭୁବନେଶ୍ଵର: ରାତି ପାହିଲେ ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟିହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି…
Read More...

ଆଜି ଶ୍ରୀଜିଉଙ୍କ ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମବେଦିରେ ନବଦିନାତ୍ମକ ଲୀଳା ସାରି ଖରା-ବର୍ଷାର ଲୁଚକାଳି ଖେଳ ଭିତରେ ବାହୁଡ଼ିଛନ୍ତି ଲୀଳାମୟ କାଳିଆ ସାଆନ୍ତ। ବଡ଼ଦାଣ୍ଡରେ ପୁଣିଥରେ ଗଡ଼ିଛି ତିନିରଥ । ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନି ସହ ରଥ ଚକାର ଘର୍‌ଘର୍‌ ଶବ୍ଦରେ କମ୍ପିଛି ବଡ଼ଦାଣ୍ଡ । ବର୍ଷାରେ ଭିଜି ଭିଜି ସେବାୟତ…
Read More...

ମହଣ ମହଣ ସୁନାରେ ଝଲସିବେ ମହାପ୍ରଭୁ, କାହା ପାଖରେ ଲାଗିବ କେଉଁ ଅଳଙ୍କାର

ପୁରୀ: ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ପାଳନ ହୁଏ । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ । ସୁନାବେଶକୁ ରାଜବେଶ, ରାଜରାଜେଶ୍ବର, ରାଜାଧିରାଜ ବା ବଡ଼ତଢାଉ ବେଶ ମଧ୍ୟ କୁହାଯାଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ…
Read More...

ଶରଧାବାଲିରେ ପୋଲିସ ଅଧିକାରୀଙ୍କୁ ତାଗିଦ କଲେ ବରିଷ୍ଠ ସେବାୟତ

ପୁରୀ-: ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଦଣ୍ଡାୟମାନଥିଲା ସୁସଜ୍ଜିତ ତିନିରଥ । ସୁରୁଖୁରରେ ଚାଲୁଥିଲା ମହାପ୍ରଭୁଙ୍କ ପହଣ୍ଡି । ଜଗନ୍ନାଥଙ୍କ ଟିକେ ଝଲକ ଦେଖିବା ପାଇଁ ରଥଯାତ୍ରାକୁ ଚାହିଁ ରହିଥାନ୍ତି ଭକ୍ତ । ଆଉ ସେହି ଭକ୍ତ ମାନଙ୍କ ମଧ୍ୟରୁ ଅନେକ ଜଣ ଅଛନ୍ତି ଯିଏ ନିଜ କଳାକୁ…
Read More...

ଆଜି ପବିତ୍ର ବାହୁଡା ଯାତ୍ରା, ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ

ପୁରୀ : ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଆଜି ବାହୁଡ଼ିବେ ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଶରଧାବାଲିରେ ଥିବା ରଥ ଉପରେ ପହଣ୍ଡି ବିଜେ କରିବେ। ବଡ଼ଦାଣ୍ଡରେ ଘର ଘର ନାଦକରି ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ଗଡ଼ିବ ତିନିରଥ। ପୁଣିଥରେ ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ ।…
Read More...