ଶ୍ରୀମନ୍ଦିର ଉପରେ ବିଭିନ୍ନ ସମୟରେ ଡ୍ରୋନ ଉଡ଼ିବା ନଜରକୁ ଆସୁଥିବା ବେଳେ ଏବେ ଏୟାରକ୍ରାଫ୍ଟ ଉଡିବା ନଜର ଆସିଛି
ପୁରୀ- ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଏୟାର କ୍ରାଫ୍ଟ । ବିଭିନ୍ନ ସମୟରେ ଡ୍ରୋନ ଉଡ଼ିବା ନଜରକୁ ଆସୁଥିବା ବେଳେ ଏବେ ଏୟାରକ୍ରାଫ୍ଟ ଉଡିବା ଶ୍ରୀମନ୍ଦିର ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ଶହଶହ ପୋଲିସ, ଫୋର୍ସ ମୁତୟନ ହୋଇଥିବା ବେଳେ ଏଭଳି…
Read More...
Read More...