Browsing Tag

kajal sundaray

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ଉଦଘାଟନ

(ତାରାକାନ୍ତ ନାୟକ / ସାଲେପୁର) : କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯାଇଛି ।ଆଉ ଏକ ପାଦ ଅଗ୍ରଗତି ପାଇଁ ସାଲେପୁର ସ୍ଵୟଂସାସିତ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ପକ୍ଷରୁ ପାଠ୍ୟ କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି। ଏହି ଶୁଭ…
Read More...

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗର ବଡ଼ ଅଫିସର

(ସୋନପୁର / ଓମ ପ୍ରକାଶ ମିଶ୍ର) ; ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ ଅଧିସ୍ଥନ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ ଚାକିରୀ ଚୁକ୍ତି ବୃଦ୍ଧି କରିବାକୁ ୧୬.୦୦୦ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ସୂଚନା ପାଇ ଛପି ରହିଥିବା ସୋନପୁର…
Read More...

ସନ୍ଦେହ ଘେରରେ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀଙ୍କ କାର୍ୟ୍ୟକଳାପ! ଉଚ୍ଚସ୍ତରୀୟ ତଦନ୍ତ ଦାବୀ

(ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଗୋଡ଼ିବନ୍ଧ - କଣିହାଁ ୫୩ ନମ୍ବର ରାଜପଥ ପାର୍ଶ୍ବରେ ବେଆଇନ ଭାବରେ ପାର୍କିଂ ହେଉଛି ହଜାର ହଜାର କୋଇଲା ବୋଝେଇ ଟ୍ରକ । ସକାଳ ୭ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଗୋଡ଼ିବନ୍ଧଠାରୁ କଣିହାଁ ପର୍ୟ୍ୟନ୍ତ ରାସ୍ତାରେ କୋଇଲା ଟ୍ରକ…
Read More...

ଖଣି ପରିସରରେ ସ୍ପଷ୍ଟ ଦିବାଲୋକରେ ମାତିଲେ ଚୋର

(ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣି ପ୍ରକଳ୍ପ ଅଫିସ ପଛ ପାଖରେ ଏକ ହାଇୱା ଗାଡିର ବଡିକୁ ସ୍ପଷ୍ଟ ଦିବା ଲୋକରେ ପିସପିସ କାଟି ଚୋରି ଘଟଣାରେ ମଙ୍ଗଳବାର ୩ଜଣ ଅଭିଯୁକ୍ତକୁ କଣିହାଁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତେଲିସିଂହା ଗାଁର…
Read More...

ତାଳଚେର ଓ କଣିହାଁରେ ବର୍ଷାର ବିତ୍ପାତ

(ଜ୍ୟୋତିରଞ୍ଜନ ଧର /ଅନୁଗୁଳ) : ଓଡିଶା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନୁଗୁଳ ଜିଲ୍ଲା ତାଳଚେର ଓ କଣିହାଁ ଅଞ୍ଚଳ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଗତ ସୋମବାର ଓ ମଙ୍ଗଳବାର ମଧ୍ୟରେ ରାଜ୍ୟରେ ତାଳଚେର ସବାଧିକ ବର୍ଷା ରେକର୍ଡ଼ କରାଯାଇଛି । ବର୍ଷା ଜଳ ନିଷ୍କାସନ ହୋଇନପାରି ଚାରିଆଡ଼େ…
Read More...

ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ ଯୋଜନାର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ବ୍ରହ୍ମପୁର ମହାନଗର ନିଗମ ଓ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ମିଳିତ ଆନୁକୁଲ୍ୟରେ କୁକୁର ବନ୍ଧ୍ୟାକରଣ ଯୋଜନା କାର୍ୟ୍ୟକ୍ରମ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ…
Read More...

ଜରୁରୀ କାଳିନ ଯୋଜନା ପ୍ରସ୍ତୁତି ବୈଠକ

(ହିଂଜିଳି / ରଜନୀ କାନ୍ତ ପାତ୍ର) ; ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ୟ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସକାଶେ ଜରୁରୀ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ ଅଧ୍ୟକ୍ଷତା…
Read More...

ଗଞ୍ଜାମ ଜିଲ୍ଲାରେ ୨୦୪୨ ଗ୍ରାମ ଏବଂ ୨୨୧ ପଂଚାୟତ ବାଲ୍ୟ ବିବାହ ମୁକ୍ତ

(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲାର ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା ଓ ଶିଶୁ ଶ୍ରମ ରୋକିବା ଉଦ୍ଦେଶ୍ୟରେ ନିର୍ଭୟା କଢି ଓ ମୋ ଗେହ୍ଲା ଝିଅ କାର୍ୟ୍ୟାନୁଷ୍ଠାନ କମିଟି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ…
Read More...

ରୁପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡିକର ଯତ୍ନ ପ୍ରଧାନ ଶିକ୍ଷକ ନେବା ଆବଶ୍ୟକ

(ହିଂଜିଳି / ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ୟ୍ୟାୟରେ ୧୬୭ ଗୋଟି ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ଅନ୍ତର୍ଗତ ରୁପାନ୍ତର କାର୍ୟ୍ୟ ଚାଲୁଅଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ସମସ୍ତ ବିଦ୍ୟାଳୟ ଗୁଡିକର ରୁପାନ୍ତର ନିର୍ଦ୍ଦିଷ୍ଠ ସମୟସୀମା ମଧ୍ୟରେ ଶେଷ କରିବାକୁ ମଙ୍ଗଳବାର…
Read More...

ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୁଣ୍ଡବିହୀନ ମୃତ ଦେହ

(ହିଂଜିଳି / ରଜନୀ କାନ୍ତ ପାତ୍ର) : ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତ ଦେହ ମାଟି ତଳୁ ବାହାର କରାଯିବା ପରେ ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବି. ନୂଆପଲ୍ଲୀ ଗ୍ରାମରେ । ଏହି ଗ୍ରାମର ୬୦-ବର୍ଷୀୟ ଯୁଧିଷ୍ଠିର…
Read More...