ସ୍ୱାମୀର ଚାଲିଥିଲା ଶ୍ରାଦ୍ଧବାର୍ଷିକ ! ସ୍ତ୍ରୀର ଚାଲିଗଲା ଜୀବନ
(ବାରିପଦା) ; ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକ ଦିନ ସ୍ତ୍ରୀର ଚାଲିଗଲା ଜୀବନ । ଏମିତି ଏକ ଦଃୁଖଦ ଖବର ଆସିଛି ମୟୁରଭଞ ଜିଲ୍ଲା ବୈଶିଙ୍ଗା ତାନା ଅଞ୍ଚଳରେ । ସୂଚନାରୁ ପ୍ରକାଶ ଯେ ଗତବର୍ଷ ଅମ୍ବଗଡିଆ ଗାଁର ଚନ୍ଦ୍ରଶେଖର ରାହୁଳଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଜି ତାଙ୍କର ଚାଲିଥିଲା ଶାଦ୍ଧବାର୍ଷିକ…
Read More...
Read More...