Browsing Tag

jagannath temple

ସରିଲା ନବଦିନାତ୍ମକ ଯାତ୍ରା, ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ: ସରିଲା ନବଦିନାତ୍ମକ ଯାତ୍ରା । ରତ୍ନସିଂହାସନକୁ ଫେରିଲେ ଶ୍ରୀଜୀଉ। ମା' ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କଲେ ମହାପ୍ରଭୁ ଜଗନ୍ନାଥ। ନୀଳାଦ୍ରି ବିଜେ ପହଣ୍ଡି ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଆଜିଠୁ ପୁରୀରେ ମିଳିବ ନୀଳାଚଳ ଅବଢ଼ା। ଆଜି ଶ୍ରୀମନ୍ଦିରରେ ପ୍ରଥମ…
Read More...

ନୀଳକନ୍ଦରକୁ ଫେରିବେ ମହାବାହୁ, କରିବେ ମା’ ଲକ୍ଷ୍ମୀଙ୍କ ମାନ ଭଞ୍ଜନ

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ତିନି ଠାକୁର । ଆଜି ରତ୍ନ ସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତ । ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଆଜି ଶେଷ ଦିନ,…
Read More...

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ, ଶୀଘ୍ର ହେବ ରତ୍ନ ସ୍ଥାନାନ୍ତର

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି । ASI ପ୍ରତ୍ୟକ୍ଷ…
Read More...

ରାତି ପାହିଲେ ବାହୁଡିବେ ମହାପ୍ରଭୁ, ମାଉସୀ ମା’ ଘରେ ବାସିଲାଣି ପୋଡ ପିଠାର ମହକ

ପୁରୀ: ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ। ଶ୍ରୀମନ୍ଦିର ପୂର୍ବରୁ…
Read More...

ଆଜି ନବମୀ ସଂନ୍ଧ୍ୟା ଦର୍ଶନ, ସଂନ୍ଧ୍ୟା ୬ଟାରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ସରି ଆସିଲାଣି ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳଖେଳା । ଆଜି ନବମୀର ସନ୍ଧ୍ୟା ଦର୍ଶନରେ ଜନ୍ମବେଦୀରେ ବର୍ଷର ଶେଷ ଦର୍ଶନ ଦେବେ ଶ୍ରୀଜୀଉ । ହେରାପଞ୍ଚମୀ ନୀତି ପରେ ଗତ ବୁଧବାର ଦିନ ଦକ୍ଷୀଣମୋଡ଼ ନେଇଥିଲେ ଦେବଦଳନ ଓ ତାଳଧ୍ଵଜ। ଏହାପରେ ଗତକାଲି ନନ୍ଦିଘୋଷ ଦକ୍ଷୀଣମୋଡ ନେଇ ନାକଚଣା ଦ୍ୱାର…
Read More...

ଭକ୍ତଙ୍କ ଆସ୍ଥାକୁ ଶକ୍ତ ଧକ୍କା, ଆଉ ଛୁଇଁ ପାରିବେନି ଅରୁଣ ସ୍ତମ୍ବ

ପୁରୀ: ଏଣିକି ଆଉ ଅରୁଣ ସ୍ତମ୍ଭ ଛୁଇଁପାରିବେନି ଭକ୍ତ । ପୁଣି ଲାଗିଲା ଭକ୍ତଙ୍କ ଭାବାବେଗକୁ ଶକ୍ତ ଧକ୍କା । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଏହି ଅରୁଣ ସ୍ତମ୍ବକୁ ଛୁଇଁ ମନ୍ଦିର ଭିତରକୁ ପ୍ରବେଶ କରନ୍ତି ଶ୍ରଦ୍ଧାଳୁ । ଯେଉଁ ଭକ୍ତ ମନ୍ଦିର ଭିତରକୁ ଯାଇପାରୁ ନଥିଲେ ସେମାନେ ସେହି…
Read More...

ଏ ହେଉଛି ବିଶ୍ଵର ସବୁଠାରୁ ବଡ ରୋଷଶାଳା, ଯେଉଁଠାକୁ ଯିବା ସମସ୍ତଙ୍କୁ ମନା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସମସ୍ତ ରୀତିନୀତିର ରହିଛି କିଛି ନା କିଛି ସ୍ୱତନ୍ତ୍ରତା । ସେହିଭଳି ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ମହାପ୍ରସାଦ ଏବଂ ଏହି ମହାପ୍ରସାଦ ପ୍ରସ୍ତୁତ ହେଉଥିବା ମହାପ୍ରଭୁଙ୍କ ରୋଷଶାଳାର ମଧ୍ୟ ରହିଛି ଅନେକ ଅଲୌକିକ କାହାଣୀ । ଶ୍ରୀ ଜଗନ୍ନାଥଙ୍କ…
Read More...

ଶ୍ରୀ ଜଗନ୍ନାଥଙ୍କ ପହଣ୍ଡିକୁ ନେଇ ରହିଛି ଅନନ୍ୟ କଥା, ଜାଣନ୍ତୁ…

ପୁରୀ: ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ୟ୍ୟନ୍ତ ନବଦିନବ୍ୟାପି ଏହି ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ। ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥା ଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା…
Read More...

ଚୋରି ହେଲା ମହାପ୍ରଭୁଙ୍କ ଦଶମୂଳ ମୋଦକ, ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ବଡ ପ୍ରଶ୍ନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ବଡ ବିଭ୍ରାଟ ଦେଖାଦେଇଛି । ଚୋରୀ ହୋଇଗଲା ମହାପ୍ରଭୁଙ୍କ ମୋଦକ  । ଯେଉଁ ମୋଦକ ଖାଇ ମହାପ୍ରଭୁ ସୁସ୍ଥ ହୋଇଥାନ୍ତେ ସେହି ମୋଦକ ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଚୋରୀ ହୋଇଯାଇଥିବା ନେଇ ସୂଚନା ମିଳଛି  । ଫଳରେ ମହାପ୍ରଭୁଙ୍କୁ ଲାଗି ହୋଇଛି…
Read More...

ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

ପୁରୀ : ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ | ଆଜି ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ  ପିନ୍ଧାଇବେ | ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର…
Read More...