Browsing Tag

jagannath temple

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା: ଶ୍ରୀମନ୍ଦିରରେ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ/ ସଞ୍ଜୟ ମହାପାତ୍ର:   ଆଜି ହେଉଛି ପବିତ୍ର ଚିତାଲାଗି ଅମାବାସ୍ୟା । ପରମ୍ପରା ଅନୁସାରେ ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି କରାଯାଇଥାଏ । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ସକାଳଧୁପ ବଢି ପ୍ରଥମ ଭୋଗମଣ୍ଡପ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ…
Read More...

ବିଶୋଇରେ ଜଗନ୍ନାଥ ମନ୍ଦିର ଭୂମି ପୂଜନ କାର୍ଯ୍ୟ କ୍ରମରେ ଯୋଗ ଦେଲେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ସ୍ଥିତ ବିଶୋଇ ବଜରଙ୍ଗ ପୀଠ ପରିସରରେ ଏକ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗଦେଇ ଭୂମି ପୂଜନ ନିମନ୍ତେ…
Read More...

ଶ୍ରୀମନ୍ଦିର ପ୍ରକଳ୍ପ ତଦାରଖ କଲେ ସଚିବ ଭି.କେ ପାଣ୍ଡିଆନ୍

ପୁରୀ: ଶ୍ରୀମନ୍ଦିର ପ୍ରକଳ୍ପ ତଦାରଖ ପାଇଁ ପୁରୀରେ ପହଞ୍ଚିଛନ୍ତି  5T ସଚିବ ଭି.କେ ପାଣ୍ଡିଆନ୍ । ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି । ସୂଚନାମୁତାବକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥାର…
Read More...

ପବିତ୍ର ଦେବ ଦୀପାବଳିରେ ଦୀପମୟ ହେଲା ଶ୍ରୀକ୍ଷେତ୍ର

ପୁରୀ/ଜୟନ୍ତ କୁମର ସେଠୀ: ପବିତ୍ର ଦେବ ଦୀପାବଳି ରେ ଶ୍ରୀକ୍ଷେତ୍ର ଦିପ ମୟ ହୋଇଚି। ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏ ବଡ ଦାଣ୍ଡ ରେ ହଜାର ହଜାର ଦିପ ଆଜି ପ୍ରଜ୍ବଳିତ ହୋଇଚି। ଓଡ଼ିଆ ଇଣ୍ଟରନେସନାଲ ସେଣ୍ଟର ପକ୍ଷରୁ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ହଜାର ହଜାର…
Read More...

ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ଜମୁଛି ଭକ୍ତଙ୍କ ଭିଡ

ପୁରୀ: ଆଲୋକର ପର୍ବ ଦୀପାବଳୀ । ଦୀଘ ଦୁଇ ବର୍ଷ କରୋନା ପରେ ଚଳିତ ବର୍ଷ ଅତି ଧୁମଧାମର ସହ ପାଳନ କରିବା ପାଇଁ ଗାଁ ଠାରୁ ସହର ଚଳଚଞ୍ଚଳ । ତେବେ ହିନ୍ଦୁ ଧର୍ମ ଶାସ୍ତ୍ରର ନିୟମ ଅନୁଯାୟୀ, ଆଜିର ଦିନରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏ । ଏହି ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ…
Read More...

ସୁପ୍ରିମ କୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ କଲେ ଟ୍ୱିଟ୍ “ତୁମ ଇଛା ବିନା ପତ୍ରଟେ ହଲେନି “

ଭୁବନେଶ୍ୱର:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିରୋଧୀଙ୍କୁ ଝଟକା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ପିଟିସନ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟର ବିଜୟ ହୋଇଛି । ପୁରୀକୁ ଏକ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥଳରେ…
Read More...

ଆସନ୍ତାକାଲି ପରିକ୍ରମା ପ୍ରକଳ୍ପର ଶୁଣାଣି

ପୁରୀ: ଆସନ୍ତା କାଲି ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଣାଣି । ଶୁଣାଣିକୁ ନେଇ ଆଜି ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ତେବେ ଆସନ୍ତା କାଲି ହେବାକୁ ଥିବା ଶୁଣାଣି ଉପରେ ସଭିଙ୍କ ନଜର ରହିଥିବା ବେଳେ ଦିନକୁ ଦିନ ଏହି ପ୍ରକଳ୍ପର ବିବାଦ ରାଜ୍ୟ ରାଜନୀତିରେ…
Read More...

ପଣା ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ

ଗୋପ(ଜୟନ୍ତ କୁମାର ସେଠି): ଆଜି ମହାବିଷୁବ ସଂକ୍ରାନ୍ତି । ଓଡିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଆଜିର ଦିବସକୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଏ । ଆଜି ମଧ୍ୟ ହନୁମାନ ଜୟନ୍ତୀ । ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ। ସକାଳ ଧୂପ ପରେ…
Read More...

ଚାଲିଛି ମହାପ୍ରଭୁଙ୍କ ଖସାପଡା ନୀତି, ଚୁଲି ଭଙ୍ଗା ଘଟଣାରେ ଶ୍ରୀମନ୍ଦିରରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି

ପୁରୀ/ ଜୟନ୍ତ କୁମାର ସେଠୀ : ଆଜି ଚୈତ୍ରମାସ କୃଷ୍ଣପକ୍ଷ ତୃତୀୟା ତିଥି। ଆଜିର ଏହି ପବିତ୍ର ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀୟୁ ମାନଙ୍କର ଖସାପଡା ନିତି ଅନୁଷ୍ଠିତ ହୋଇଛି। ମଧ୍ଯାନ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି…
Read More...

ଶ୍ରୀମନ୍ଦିରରୁ ହଟିଲା କଟକଣା: ଏଣିକି ରବିବାର ବି ଭକ୍ତଙ୍କୁ ଲାଗିବ ଜଗାର ଡୋରି

ଭୁବନେଶ୍ୱର: ଏଣିକି ରବିବାର ବି ଭକ୍ତଙ୍କୁ ଲାଗିବ ଜଗାର ଡୋରି । ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାରହିବ କାଳିଆ ସାଆନ୍ତଙ୍କ ବଡ଼ ଦେଉଳ । ରବିବାରରେ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଆସନ୍ତା ୨୦ ତାରିଖରୁ ରବିବାରରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ଅନୁମତି ମିଳିବ । ଏନେଇ ଆଜି ଛତିଶ ନିଯୋଗ…
Read More...