Browsing Tag

Bhubaneswar

ବାତ୍ୟାକୁ ନେଇ ରାଜ୍ୟସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍

ଭୁବନେଶ୍ୱର ;ବାତ୍ୟାକୁ ନେଇ ରାଜ୍ୟସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍ । ଇଭାକ୍ୟୁସେନ ସୂର୍ଯ୍ୟାସ୍ତ ପୂର୍ବ ରୁ ଶେଷ ପାଇଁ ନିର୍ଦ୍ଦେଶ ।  ସୂର୍ଯ୍ୟାସ୍ତ ପୂର୍ବରୁ ନିକଟସ୍ଥ ରିଲିଫ ସେଣ୍ଟର ଆସିବା ପାଇଁ ନିବେଦନ | ୫୫୦୦ ରିଲିଫ ସେଣ୍ଟର ପ୍ରସ୍ତୁତ | ବାତ୍ୟା…
Read More...

ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି (…
Read More...

ସାମ୍ଭାବ୍ୟ ବାତ୍ୟା ଦାନାର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ଦାନା ର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଙ୍କ ପ୍ରତିକ୍ରିୟା |   ଫାଇନାଲ ଆଡ଼ଭାଇଜରି ଜାରି କରାଗଲା | ବିଭିନ୍ନ ବିଭାଗ ର ସଚିବ ଓ ଅଧିକାରୀ ଉପସ୍ଥିତ ଥିଲେ | ଯେଉଁ ରାସ୍ତା ଦେଇ ବାତ୍ୟା ଯିବ ସେଠି ଥିବା ଡ୍ୟାମ ର ପାଣି ଛାଡିବା ଉପରେ ଗୁରୁତ୍ୱ | ବର୍ତ୍ତମାନ…
Read More...

ଦାନା’ ମୁକାବିଲା ପାଇଁ ୬ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ବରିଷ୍ଠ IAS

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସରକାର ତତ୍ପର ହୋଇଛନ୍ତି। ବାତ୍ୟା ପୂର୍ବରୁ ପ୍ରଭାବିତ ଜିଲ୍ଲା ଗୁଡ଼ିକ ପାଇଁ ଆଶୁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବାତ୍ୟା ପ୍ରଭାବିତ ଜିଲ୍ଲାରେ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୬ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ବଡ଼…
Read More...

ଶ୍ରୀମନ୍ଦିରକୁ ଓମଫେଡ ଘିଅ ପ୍ରଦାନ ପାଇଁ ସମୀକ୍ଷା ବୈଠକ

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ଓମଫେଡ ଘିଅ ପ୍ରଦାନ ପାଇଁ ସମୀକ୍ଷା ବୈଠକ | ଶ୍ରୀମନ୍ଦିର ପ୍ରଶାସନ ଓମଫେଡ ଘିଅ ଦୈନି ଦିନ କାର୍ଯ୍ୟ ରେ ଲଗାଇବେ | ପ୍ରତି ଦିନ 8 ରୁ 10 ଟନ ଘିଅ ଉତ୍ପାଦନ ହେଉଛି | ଘିଅ 720 ଟଙ୍କା ମାର୍କେଟ ରେ ଅଛି | ଜଗନ୍ନାଥ ଙ୍କ ପାଇଁ 1ଲିଟର ପାଇଁ 543 ଟଙ୍କା ରେ ଦିଆଯିବ…
Read More...

‘ଦାନା’ ପାଇଁ ମୋଟ 178ଟି ଟ୍ରେନ ବାତିଲ

ଭୁବନେଶ୍ୱର: ବାତ୍ୟା ପାଇଁ ବ୍ୟାପକ ଟ୍ରେନ ବାତିଲ ଘୋଷଣା । ମୋଟ 178 ଟି ଟ୍ରେନ ବାତିଲ ନେଇ ରେଲୱେର ସୂଚନା । ୨୩ , ୨୪ ଏବଂ ୨୫ ମଧ୍ୟରେ ମୋଟ 178 ଟ୍ରେନ ବାତିଲ । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡିଶା ସୀମାନ୍ତ ଦେଇ ପୁରୀକୁ ଆସୁଥିବା ଟ୍ରେନ୍ ଏବଂ…
Read More...

୨୩ ରୁ ୨୫ ଯାଏଁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ଏସଆରସିଙ୍କ ନିର୍ଦେଶ

ଭୁବନେଶ୍ୱର: ବାତ୍ୟା ପାଇଁ ୨୩ ରୁ ୨୫ ଯାଏଁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ଏସଆରସି ଙ୍କ ନିର୍ଦେଶ । ୧୪ ଜିଲ୍ଲାରେ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ନିର୍ଦେଶ । ଗଂଜାମ, ପୁରୀ , ଜଗତସିଂହପୁର , କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ୱର, ମୟୁରଭଞ୍ଜ , ଢେଙ୍କାନାଳ, କେନ୍ଦୁଝର, ଯାଜପୁର ,…
Read More...

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର :   ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ , ରାଜସ୍ୱ ବିଭାଗ…
Read More...

ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି; କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର: ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଅଯଥା ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଅପିଲ କଲେ ଯୋଗାଣ ମନ୍ତ୍ରୀ । ଅପରାହ୍ନ 4ଟା ବେଳେ ବ୍ୟବସାୟୀଙ୍କ ସହ ବୈଠକ କରିବେ ଯୋଗାଣ ମନ୍ତ୍ରୀ…
Read More...

ବାତ୍ୟା ସମୟରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ

  ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା ‘ଦାନା’ । ତେଣୁ ବାତ୍ୟା ସମୟରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ କରାଯାଇଛି  ।ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।  ମନ୍ତ୍ରୀ କହିଛନ୍ତି , ବାତ୍ୟାକୁ ନେଇ ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ସହ ସମ୍ପର୍କରେ ଅଛନ୍ତି ସରକାର । ୨୫୦…
Read More...