ଭୁବନେଶ୍ୱର: ଶ୍ରୀମନ୍ଦିରକୁ ଓମଫେଡ ଘିଅ ପ୍ରଦାନ ପାଇଁ ସମୀକ୍ଷା ବୈଠକ | ଶ୍ରୀମନ୍ଦିର ପ୍ରଶାସନ ଓମଫେଡ ଘିଅ ଦୈନି ଦିନ କାର୍ଯ୍ୟ ରେ ଲଗାଇବେ |
ପ୍ରତି ଦିନ 8 ରୁ 10 ଟନ ଘିଅ ଉତ୍ପାଦନ ହେଉଛି | ଘିଅ 720 ଟଙ୍କା ମାର୍କେଟ ରେ ଅଛି | ଜଗନ୍ନାଥ ଙ୍କ ପାଇଁ 1ଲିଟର ପାଇଁ 543 ଟଙ୍କା ରେ ଦିଆଯିବ | 15 ଲିଟର ଟିଣ ଦିଆଯିବ ଯାହାର ମୂଲ୍ୟ 533 ଟଙ୍କା ରହିବ | ସୁଦ୍ଧ ଓମଫେଡ ଘିଅ ଶ୍ରୀମନ୍ଦିର ରେ ଲାଗିବ | ଜିଲ୍ଲପାଳଙ୍କୁ ଚିଠି କରଯାଇଛି ସବୁ ମନ୍ଦିର ରେ ସୁଦ୍ଧା ଓମଫେଡ ଘିଅ ଲାଗିବ |