Browsing Tag

anu

ମାଟ୍ରିକ ଫଳାଫଳ:ଇଂରାଜୀରେ ଫେଲ ହାର ସର୍ବାଧିକ

(ଆଦର୍ଶ /ତ୍ରିଲୋଚନ)ଭୁବନେଶ୍ୱର: ଗତ ମେ ମାସ ୨୧ରେ ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳାଫଳ । ଚଳିତ ବର୍ଷ ପାସ ହାର ୭୦.୭୮ ପ୍ରତିଶତ ଥିବା ବେଳେ ଇଂରାଜୀରେ ଫେ଼ଲ ହାର ୭୨ ପ୍ରତିଶତ ହୋଇଥିବା ତଥ୍ୟ ସାମ୍ମାନକୁ ଆସିଛି । ଏ ନେଇ ବିଭାଗ ତରଫରୁ ସଂପୃକ୍ତ ସ୍କୁଲ ଗୁଡ଼ିକରେ ଏହା ପଛର କାରଣ ଓ…
Read More...

ଆସନ୍ତାକାଲି ନବୀନ-ଧର୍ମେନ୍ଦ୍ରଙ୍କ ସାକ୍ଷାତ

(ଆଦର୍ଶ /ତ୍ରିଲୋଚନ)ଭୁବନେଶ୍ୱର: ଆସନ୍ତାକାଲି ନୂଆଦିଲ୍ଲୀରେ ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି। ଏ ନେଇ ବିଜେଡ଼ି ବିଧାୟକ…
Read More...

ସବୁ ଜିଲ୍ଲାରେ ଆପଦା ମିତ୍ର ଯୋଜନା ଲାଗୁ କରିବାକୁ ଦାବି କରିଛି ରାଜ୍ୟ

(ଆଦର୍ଶ /ତ୍ରିଲୋଚନ)ଭୁବନେଶ୍ୱର: ଦୁଇ ଦିନ ଧରି ବାତ୍ୟା ଫନି ପ୍ରଭାବିତ ଅଂଚଳ ପ୍ରରିଦର୍ଶନ କରି ସମୀକ୍ଷା କରିବା ପରେ ଆଜି ରାଜ୍ୟ ସରକାରଙ୍କ ସହିତ ବୈଠକ କରିଛନ୍ତି ଜାତୀୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀ । ରାଜ୍ୟରେ ବାତ୍ୟା ମୁକାବିଲା ଓ ପରିଚାଳନା ବହୁତ ଭଲ ଭାବେ ହୋଇଛି ।…
Read More...

ନବୀନ-ଧର୍ମେନ୍ଦ୍ର ଭେଟଘାଟ

(ଅନୁସ୍ୱୟା)ଭୁବନେଶ୍ୱର:ଆସନ୍ତାକାଲି ନବୀନ - ଧର୍ମେନ୍ଦ୍ରଙ୍କ ଭେଟଘାଟ । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା କାର୍ୟ୍ୟକ୍ରମ ରହିଛି।…
Read More...

ବିଜେପିର ରାଷ୍ଟ୍ରୀୟ ପଦାଧିକାର ବୈଠକ

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ବିଜେପିର ରାଷ୍ଟ୍ରୀୟ ପଦାଧିକାର ବୈଠକ ଚାଲିଛି। ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟ କାର୍ୟ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ପଦାଧିକାର ବୈଠକ ଚାଲିଛି। ଏହି ବୈଠକରେ ସାଧାରଣ…
Read More...

ସରକାରୀ ଶିକ୍ଷୟତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ଶିକ୍ଷୟତ୍ରୀ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସରକାରୀ ଶିକ୍ଷୟତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତେଲେଙ୍ଗାପୀଠ ସଇଁତଳା ଉଚ୍ଚ ବିଦ୍ୟାଳୟର ସରକାରୀ ଶିକ୍ଷୟତ୍ରୀ ଗାୟତ୍ରୀ ତ୍ରିପାଠୀ ଙ୍କ ଘରେ ଭିଜିଲାନ୍ସର ଏକ…
Read More...

ଜିଲ୍ଲାପରିଷଦର ସାଧାରଣ ବୈଠକ

(ଟୁକୁନା ଖରା)ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମା ସ୍ଥିତ ରାଜୀବ ଭବନ ସଭାଗୃହ ଠାରେ ଜିଲ୍ଲାପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମ ରେ ବିଭିନ୍ନ ଉନ୍ନତି ମୂଳକ ଯୋଜନା ବିଷୟରେ ଆଲୋଚନା କରିବା ସହ ଜିଲ୍ଲାର କିପରି ଅଧିକ ବିକାଶ ହୋଇପାରିବ ସେଥିପାଇଁ ଆଲଚନା…
Read More...

ମା ସହ ୧୮ଟି ନାଗ ସାପ ଉଦ୍ଧାର

(ଟୁକୁନା ଖରା)ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଭିତର ସାହିରେ ଏକ ଗାତ ଭିତରୁ ମା ସହ ୧୮ଟି ନାଗ ସାପ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଭିତର ସାହିର ଶୈଳବାଳା ପଟ୍ଟନାୟକ ଙ୍କ ଘର ବାରି ପଟେ ସାପ ଥିବା ଶୈଳବାଳାଙ୍କ ପୁଅ ସନ୍ଦେହ କରିଥିଲେ।ପରେ ପରିବାର ଲୋକ ସାପ ବାହାରିବା ଦେଖି…
Read More...

ବାତ୍ୟା,ବନ୍ୟା ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି

(ସରୋଜ/ମୃତ୍ୟୁଞ୍ଜୟ)ଭୁବନେଶ୍ୱର: ଓଡ଼ିଶାକୁ ସବୁ ସମୟରେ ପ୍ରାୟ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର କେନ୍ଦ୍ରସରକାରଙ୍କ ପାଖରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ପାଇଁ ଦାବି ଜଣାଇଛନ୍ତି । ଏ ନେଇ ଆଜି ରାଜ୍ୟ ସଚିବାଳୟରେ ପରିବହନ ମନ୍ତ୍ରୀ ପଦ୍ମନାଭ…
Read More...

SOG ତାଲିମ ବେଳେ ପୁଲିସ ଅଧିକାରୀଙ୍କୁ ନିର୍ଯ୍ୟାତନା

(ଆଦର୍ଶ ରାଉତ)ଭୁବନେଶ୍ୱର: ଚନ୍ଦକା ସ୍ଥିତ ଥିବା SOG ଟ୍ରେନିଙ୍ଗ ସ୍କୁଲରେ ବିଶ୍ୱଜିତ ବେହେରା ନାମକ ଜଣେ ସବଇନସ୍ପେକ୍ଟରଙ୍କୁ ତାଲିମ ବେଳେ ମାଡ଼ ମାରିବା ଓ ଅସଦାଚରଣ କରିବା ଭଳି ସଙ୍ଗୀନ ଅଭିଯୋଗ ଗଣମାଧ୍ୟମ ଆଗରେ ନିଜେ ବିଶ୍ୱଜିତ ଆଣିଛନ୍ତି । ବିଶ୍ୱଜିତ ଘଟଗାଁ ଥାନାରେ ସବଇନସ୍ପେକ୍ଟର ଭାବେ…
Read More...