ମାଟ୍ରିକ ଫଳାଫଳ:ଇଂରାଜୀରେ ଫେଲ ହାର ସର୍ବାଧିକ

(ଆଦର୍ଶ /ତ୍ରିଲୋଚନ)ଭୁବନେଶ୍ୱର: ଗତ ମେ ମାସ ୨୧ରେ ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳାଫଳ । ଚଳିତ ବର୍ଷ ପାସ ହାର ୭୦.୭୮ ପ୍ରତିଶତ ଥିବା ବେଳେ ଇଂରାଜୀରେ ଫେ଼ଲ ହାର ୭୨ ପ୍ରତିଶତ ହୋଇଥିବା ତଥ୍ୟ ସାମ୍ମାନକୁ ଆସିଛି । ଏ ନେଇ ବିଭାଗ ତରଫରୁ ସଂପୃକ୍ତ ସ୍କୁଲ ଗୁଡ଼ିକରେ ଏହା ପଛର କାରଣ ଓ ଶିକ୍ଷକ ମାନେ କିପରି ଉନ୍ନତ ଧରଣର ଶିକ୍ଷା ଦେଇପାରିବେ । ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କହିଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାସ ।