ମାଛ ଧରାକୁ କେନ୍ଦ୍ର କରି ବୃଦ୍ଧ ମୃତ
(ଅନୁସ୍ୱୟା)ଭୁବନେଶ୍ୱର: ଅନୁଗୁଳରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମସଭାରେ ମାଛଧରାକୁ କେନ୍ଦ୍ର କରି ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୁହାରପଶି ଗାଁରେ ଗ୍ରାମସଭା ବସିଥିଲା ସେଠାରେ ମାଛ ଧରାକୁ କେନ୍ଦ୍ର କରି ଯୁକ୍ତିତର୍କ ହୋଇଥିଲା । ଏହାପରେ…
Read More...
Read More...